ଛାତରୁ ଡେଇଁ ଆତ୍ମହତ୍ୟା କଲେ ବୈଜ୍ଞାନିକ
ବେଙ୍ଗାଲୁର:ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ବୈଜ୍ଞାନିକ ନିଜ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ଶରଦ କଟିୟାର(୪୭) । ସେ ଏରୋନଟିକ୍ସ ଡେଭଲପମେଂଟ ଏଜେନ୍ସି(ଏଡିଏ)ରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିଲେ । ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମରେ … Read More
