୧୧ କୋଟି କୃଷକଙ୍କୁ ମିଳିଲା ଡିଜିଟାଲ ପରିଚୟପତ୍ର: ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ଦେଶରେ ୧୧ କୋଟି କୃଷକଙ୍କ ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟପତ୍ର ପ୍ରସ୍ତୁତ କରିବାର ଲକ୍ଷ୍ୟ ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ପୂରଣ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଏହି ସୂଚନା … Read More

ଜାମିଆ ୟୁନିଭର୍ସିଟିରେ ହିଂସକ ରୂପ ନେଲା ଛାତ୍ର ଆନ୍ଦୋଳନ: ଲାଗିଲା ଫ୍ରି କାଶ୍ମୀର, ଆରଏସଏସ ଗୋ ବ୍ୟାକ୍ ପୋଷ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସକ ରୂପ ନେଇଛି। କ୍ୟାମ୍ପସ ଇଲେକ୍ସନକୁ ପୁନଃ ଆରମ୍ଭ କରିବାକୁ ଦାବି କରୁଥିବା ଛାତ୍ରଛାତ୍ରୀମାନେ ଶନିବାର ୟୁନିଭର୍ସିଟି ସୁରକ୍ଷାକର୍ମୀଙ୍କ ସହ ମାରପିଟ କରିଥିଲେ। ଗଣ୍ଡଗୋଳ ବଢ଼ିବାରୁ ୟୁନିଭର୍ସିଟି କର୍ତ୍ତୃପକ୍ଷ … Read More

ସ୍କୁଲ ପରିସରରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

ନୂଆଦିଲ୍ଲୀ: ସବୁ ଦିନ ପରି ଆଜି ବି ହସ ଖୁସିରେ ସ୍କୁଲ ଆସିଲେ। ହେଲେ କିଏ ଜାଣିଥିଲା ଆଜି ତାଙ୍କ ଜୀବନର ହେବ ଶେଷ ଦିନ। କିଛି ସମୟ ଆଗରୁ ହସୁଥିବା ଝିଅଟି କେମିତି ଏଭଳି ଚରମ ନିଷ୍ପତ୍ତି ନେବ, ତାହା କେହି … Read More

ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍

ନବରଙ୍ଗପୁର : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍ । ଜଳଭଣ୍ଡାରର ୩ ନଂ ଓ ୬ନଂ ଗେଟକୁ ୦.୫ ମିଟର ଲେଖାଏଁ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଦୁଇଟି ଗେଟ … Read More

ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଜଣଙ୍କୁ ବାନ୍ଧିଲା ଏଟିଏସ୍

ମୁମ୍ବାଇ: ଜୈସ୍ ସହ ଲିଙ୍କ ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟକ୍ତି ଗିରଫ । ସନ୍ଦେହ ନହେବା ପାଇଁ ରାପିଡୋ ଚଳାଉଥିଲେ । ମାହିମ ମେଟ୍ରୋ ଷ୍ଟେସନ ନିକଟରୁ ଗିରଫ କରିଛି ଏଟିଏସ୍ । ମୁମ୍ବାଇ ମାହିମ୍ ଅଂଚଳର ମହମ୍ମଦ ହସନ ଅବ୍ୱୁ … Read More

ପ୍ରଶିକ୍ଷଣ ବେଳେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ ବାୟୁସେନାର ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା … Read More

ଟ୍ରମ୍ପଙ୍କ ଧମକ, ଇରାନ ଉପରେ ପୁଣି ଆକ୍ରମଣ କରିବ ଆମେରିକା !

ଇରାନ: ଇରାନକୁ ଟ୍ରମ୍ପଙ୍କ ପୁଣି ଆକ୍ରମଣ ଧମକ ।  ଏହି ସପ୍ତାହ ଶେଷରେ ହୋଇପାରେ ଆମେରିକାର ଏୟାରଷ୍ଟ୍ରାଇକ୍! ।   ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସହ ଇରାନ କୌଣସି … Read More

କାରକୁ ଧକ୍କା ଦେଲା ଟ୍ରଲି, ଗୋଟିଏ ପରିବାରର ୬ ସଦସ୍ୟ ମୃତ

ରାଜସ୍ଥାନ: ଶନିବାର ରାଜସ୍ଥାନର ଚୁରୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, ଗୋଟିଏ ପରିବାରର ସଦସ୍ୟମାନେ ସୋମସିସର ଗ୍ରାମରୁ ଗୁରୁଗ୍ରାମକୁ … Read More

ହାଇଦ୍ରାବାଦ ବିମାନବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ

ନୂଆଦିଲ୍ଲୀ: ୧ କୋଟି ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ।  ଟ୍ରଲି ବ୍ୟାଗରେ ଡଲାର ଚାଲାଣ! । ହାଇଦ୍ରାବାଦରେ DRIର ବଡ଼ ଧରପଗଡ଼ । ମାଲେସିଆ ଯାଉଥିଲେ, ବ୍ୟାଗରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ଡଲାର! ବିଦେଶୀ ମୁଦ୍ରା । … Read More

ବାତ୍ୟା ‘ଅର୍ଣ୍ଣବ’ ପାଇଁ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ !

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ ହୋଇଥିବା ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ତେବେ ଏ ସଂପର୍କରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ଆସନ୍ତା ୨୮ … Read More