ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ : ୩୬ ମୃତ

କାବୁଲ:ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନ ସୀମାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ତରଫରୁ ହୋଇଥିବା ବିମାନ ଆକ୍ରମଣରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ … Read More

ହ୍ୱାଟ୍ସଆପ୍ ଆଣିଲା ବଡ ପରିବର୍ତ୍ତନ: ମୋବାଇଲ୍ ନମ୍ବର ନୁହେଁ, ୟୁଜରନେମ୍‌ରେ ହେବ ଚାଟ୍!

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ହ୍ୱାଟ୍ସଆପ୍ ଆଣୁଛି ବଡ଼ ପରିବର୍ତ୍ତନ। ବ୍ୟବହାରକାରୀମାନେ  କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ … Read More

ପେଟ୍ରୋଲ, ଡିଜେଲ କଟକଣା ପ୍ରତ୍ୟାହୃତ, ଜୁଲାଇ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଜୁଲାଇ ୧ରୁ … Read More

ହଳଦିଆ ରିଫାଇନାରୀ ପାଇପଲାଇନରେ ଅଗ୍ନିକାଣ୍ଡ:୧୫ ଶ୍ରମିକ ଆହତ

କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁକୁ ନିୟନ୍ତ୍ରଣ କରିବା … Read More

ଆକ୍ରମଣ ବନ୍ଦ ପାଇଁ ରାଜି ଆମେରିକା ଓ ଇରାନ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ବେଳେ ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି … Read More

ସ୍କୁଲ ଭ୍ୟାନ୍ ଉପରେ ପଡ଼ିଲା ଗଛ, ଅନେକ ଛାତ୍ରଛାତ୍ରୀ ଆହତ

ମୁମ୍ବାଇ : ମୁମ୍ବାଇର ଚେମ୍ବୁରରେ ସ୍କୁଲ ବସ୍ ଉପରେ ହଠାତ୍ ପଡ଼ିଲା ଗଛ । ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଭିତରେ ଜଣେ ପିଲା ଫସିଥିଲା, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଛି । ଖବର … Read More

ଧୀରଜ ସେଠ୍ ହେଲେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ … Read More

ଟ୍ରଲରକୁ ଧକ୍କା ଦେଲା ବସ୍: ୪ ମୃତ, ୨୫ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଥାନା ରାୟା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ୨୫ … Read More

ଭାଣିଜୀକୁ ହତ୍ୟା ମାମଲାରେ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର : ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁକୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ ଦିଗାଲକୁ ମୃତ୍ୟୁ ଦଣ୍ଡାଦେଶ । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପକ୍ସୋ (ଆଡହକ) କୋର୍ଟ ବିଚାରପତି … Read More

ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ ! ଶାହ-କେଭି ଏକାନ୍ତ ଆଲୋଚନା

ଭୁବନେଶ୍ୱର : ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ! । ଗତକାଲି ଦିଲ୍ଲୀ ଦରବାରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ହୋଇଥିବା ଏକାନ୍ତ ଆଲୋଚନା ଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ଓ … Read More