ମହରମ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ଲାଗି ୩ ମୃତ, ଅନେକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଗୁରୁବାର ରାତିରେ ମହରମ ଶୋଭାଯାତ୍ରାରେ ବଡ଼ ଅଘଟଣ । ଶୋଭାଯାତ୍ରାରେ ଯାଉଥିବା ବେଳେ ଉଚ୍ଚ ବିଦ୍ୟୁତ ସଂପନ୍ନ ତାର ବାଜିବା ଯୋଗୁଁ ଚାରିଆଡେ କରେଣ୍ଟ ହୋଇଯାଇଥିଲା । ଫଳରେ ଶୋଭାଯାତ୍ରାରେ ଥିବା ଲୋକଙ୍କ ମଧ୍ୟରେ ୩ … Read More

ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ୮ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଅଟକ ରଖି ଅଯୋଧ୍ୟାର ରାମ ଜନ୍ମଭୂମି … Read More

ଭେନେଜୁଏଲାରେ ପ୍ରକୃତିର ତାଣ୍ଡବ, ୨୭ହଜାର ନିଖୋଜ

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ୨୭ହଜାର ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଭେନେଜୁଏଲାରେ ପ୍ରକୃତି ରଚିଛି ତାଣ୍ଡବ । ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ରିକ୍ଟର … Read More

ମହଙ୍ଗା ହେଲା ପାସପୋର୍ଟ ଆବେଦନ ଦେୟ, ଜୁଲାଇ ୧ରୁ ଲାଗୁ ହେବ ନୂଆ ଦର

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି … Read More

ସାର୍ବଜନୀନ ହେଲା ଅପରେସନ ସିନ୍ଦୂରରେ ସହିଦ ୬ ଯବାନଙ୍କ ନାଁ, ଯୁଦ୍ଧ ସ୍ମାରକୀରେ ହେଲା ଖୋଦିତ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ ନାଁ … Read More

ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା

ଅଯୋଧ୍ୟା : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ ନୁହେଁ … Read More

ବନ୍ଧା ହେଲେ ନକଲି ଆଇଏଏସ ଅଫିସର

ଭୁବନେଶ୍ୱର : ଆଇଏଏସ୍ ଅଫିସର ସାଜି ଲୁଟୁଥିଲା, ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ ।  ଦାମୀ ଚଷମା କିଣି ଟଙ୍କା ନଦେବାରୁ ଖୋଲିଗଲା ନକଲି ସବ୍ କଲେକ୍ଟରର ଅସଲ ମୁଖା ।  ଭୁବନେଶ୍ୱରରେ ନିଜକୁ IAS ଅଧିକାରୀ ଓ ସବ୍ କଲେକ୍ଟର … Read More

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ୪ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅଧିକାରୀ ନିଲମ୍ବିତ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର । ୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । … Read More

ଅଙ୍ଗନୱାଡି କେନ୍ଦ୍ରରେ ଗରମ ପେଜରେ ପଡି ଛାତ୍ରୀ ଗୁରୁତର

ଟିଟିଲାଗଡ଼: ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର । ଟିଟିଲାଗଡ଼ ବ୍ଲକ୍ କୁଶକେଲା ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରୀ ଜଣକ ଗରମ ଖାଦ୍ୟରେ ପଡି ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀ SIR କାର୍ଯ୍ୟ ପାଇଁ ଅନ୍ୟତ୍ର ଯାଇଥିବା … Read More

ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ ହେବ, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । … Read More