ଭାଙ୍ଗିଯିବ କି ଟିଏମସି ? ବାଚସ୍ପତିଙ୍କୁ ଚିଠି ଲେଖିଲେ ୨୦ ସାଂସଦ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା ଦେଉଛନ୍ତି । ଲୋକସଭାର ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି … Read More

ମୁମ୍ବାଇ ଏୟାରପୋର୍ଟରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁ ଉଦ୍ଧାର

ମୁମ୍ବାଇ : ବ୍ୟାଙ୍କକରୁ  ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ । ବନ୍ୟଜନ୍ତୁଙ୍କ ପରିଚୟ, ସୁରକ୍ଷିତ ରେସକ୍ୟୁ ଏବଂ ଉପଚାର ପାଇଁ ବନ୍ୟଜନ୍ତୁ … Read More

ବିଦେଶ ଫେରାର ବେଳେ ନେପାଳ ସୀମାରୁ ଜାହାଙ୍ଗୀର ଖାନଙ୍କୁ ଗିରଫ କଲା ଏସଟିଏଫ

କୋଲକତା : ଫାଲଟାରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି ଏସଟିଏଫ । ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ନେପାଳ ସୀମା ପାଖରୁ ତାଙ୍କୁ ଗିରଫ କରିଛି । ବିଦେଶ ଫେରାର ହେବା ନେଇ ଯୋଜନା କରୁଥିଲେ ଜାହାଙ୍ଗୀର … Read More

ଦିଲ୍ଲୀ ଏୟାରପୋର୍ଟରେ ବର୍ଷା ପବନ, ୩ଟି ଏୟାର ଇଣ୍ଡିଆ ବିମାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି । ରବିବାର ଜୁନ୍ ୭ ତାରିଖ ଅପରାହ୍ନରେ ହଠାତ୍ ଝଡ଼ ଏବଂ ବର୍ଷା ଯୋଗୁଁ ଟର୍ମିନାଲ ୨ରେ ଥିବା ବିମାନର ସିଡ଼ି ପବନରେ ଘୋଷାଡି … Read More

ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଏୟାରପୋର୍ଟରେ ପ୍ଲେନ୍ କ୍ରାସ୍ , ୨ ପାଇଲଟ ମୃତ

ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ … Read More

ବଜ୍ରାଘାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢ଼େଙ୍କାନାଳ : ବଜ୍ରାଘାତରେ ଦିଅର ଭାଉଜ ମୃତ। ହିନ୍ଦୋଳ ବ୍ଳକ୍ ବାଉଁଶ ପୋଖରୀ ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମରେ ବଜ୍ରାଘାତ ନେଲା ଦୁଇ ଜୀବନ।ମୃତକ ହେଲେ ସୁବାସିନି ସାହୁ ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ … Read More

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ତାଳଚେର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ ।  ଜଣେ ମୃତ, ଦୁଇ ନିଖୋଜ ।  ତାଳଚେର ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି ।   ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ  l ଜଣେ … Read More

ପ୍ରତିକୁଳ ପାଗ ଯୋଗୁ ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ଅବତରଣ କରି ନପାରି ଶେଷ ମୁହୂର୍ତ୍ତରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେଠାରେ ଏହାର … Read More

ପ୍ରକାଶ ପାଇଲା ଓଜେଇଇ ୨୦୨୬ ପରୀକ୍ଷା ଫଳ, ଚଳିତ ମାସ ତୃତୀୟ ସପ୍ତାହରୁ କାଉନସେଲିଂ

ଭୁବନେଶ୍ବର : ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ … Read More

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ । ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ପୀଡ଼ିତା ଜଣକ ହଷ୍ଟେଲରେ ରହୁଥିଲେ । ଗତକାଲି … Read More