ସାଇବର ଠକେଇର ଶିକାର ହେଲେ ଏସଡିପିଓ, ବ୍ୟାଙ୍କ ଖାତାରୁ ପଳାଇଲା ୯୮ ହଜାର

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି। ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଚଳୁ କରି ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର … Read More

ଏସ୍‌ଆଇଆର୍‌: ୧୨ ଦିନରେ ୯୪.୩୭% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଦ୍ୱାଦଶ ଦିନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି। ସରକାରୀ ସୂଚନା … Read More

‘ଚୁକ୍ତି କରିବାରେ ବିଳମ୍ୱ କରିଦେଲ, ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆକ୍ରମଣ ପରେ ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଉପରେ ଜୋରଦାର ଆକ୍ରମଣ କଥା କହିଛନ୍ତି । ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନର ମିଲିଟ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇସାରିଛି । ଏହାର ଅଧିକାଂଶ ଅଂଶ … Read More

ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ଛାଡିଲେ ପାର୍ଟି, ଆନ୍ନାମଲାଇଙ୍କ ସହ ସାମିଲ ହେବେ

ଚେନ୍ନାଇ: ତାମିଲନାଡୁ ବିଜେପିର ପୂର୍ବତନ ପ୍ରଦେଶ ସଭାପତି କେ. ଆନ୍ନାମଲାଇ ପାର୍ଟିର ଇସ୍ତଫା ଦେବାର ମାତ୍ର କିଛିଦିନ ପରେ ବୁଧବାର ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ମଧ୍ୟ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜ ନିଷ୍ପତ୍ତି ଘୋଷଣା କରି … Read More

ଦେଶରୁ ହଟିବନି କାଗଜ ନୋଟ୍

ନୂଆଦିଲ୍ଲୀ: ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି ଦାବି … Read More

କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ସ୍ପଷ୍ଟିକରଣ … Read More

ଭାରତ ମୁତୟନ କଲା ୧୨ ପରମାଣୁ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ : ନିଜର ଜଳ ସୀମାର ସୁରକ୍ଷା ଲାଗି ଭାରତ ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧାସ୍ତ୍ର ମୁତୟନ କରିଛି। ନିଜର ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ କରିବା ପୂର୍ବକ ଭାରତ ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଏହାର ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍‌ … Read More

ଆମ ଜାଗା ଛାଡ ନହେଲେ ଉଡେଇ ଦେବୁ- ଆମେରିକାକୁ ଇରାନର ନାଲି ଆଖି

ବେରୁଟ୍ : ଆମେରିକାକୁ ଇରାନର ନାଲି ଆଖି। କହିଲା ଯଦି ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ଆମ ସ୍ଥାନ ଛାଡିଦିଏ। ଆମେରିକାର ଆକ୍ରମଣ ପରେ ଇରାନ ଏପରି ଖୋଲା ଚେତାବନୀ ଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏକ ଆମେରିକୀୟ ଅତ୍ୟାଧୁନିକ … Read More

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମେଲୋନି

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ଼ କରିଛନ୍ତି। ମେଲୋନି ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ ଶୁଭେଚ୍ଛା … Read More

ପିଓକେରେ ଅଶାନ୍ତି, ଜୋଜିଲାରେ ଖୁସି: ନିୟନ୍ତ୍ରଣ ରେଖା ଦ୍ୱାରା ବିଭାଜିତ ଦୁଇ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: ରାୱଲାକୋଟ୍, ମୁଜାଫରାବାଦ ଓ ମୀରପୁର। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଏହି ସହରଗୁଡ଼ିକରେ ଅଶାନ୍ତି, ଗିରଫଦାରୀ ଓ ହତ୍ୟାକାଣ୍ଡ ଜାରି ରହିଛି। ଏହି ଅଞ୍ଚଳର ଲୋକମାନେ ଇସଲାମାବାଦର କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ନିୟନ୍ତ୍ରଣ ରେଖା (ଏଲଓସି) ପାର ହୋଇ ପୂର୍ବରେ … Read More