ମାଖନଲାଲ ବିଶ୍ବବିଦ୍ୟାଳୟ ତୃତୀୟ ମହଲାରୁ ଖସି ଛାତ୍ର ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ମାଖନଲାଲ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ତୃତୀୟ ମହଲାରୁ ପଡି ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତ୍ରଙ୍କ ନାଁ ଦିବ୍ୟାଂଶ ଚୋକସୀ ବୋଲି ଜଣାପଡିଛି। ଶ୍ରେଣୀ ଗୃହରୁ ବାହାରିବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଏହି … Read More

ଏନଡିଏର ନିର୍ବାଚନୀ ଇସ୍ତାହାର: କୋଟିଏ ଚାକିରି, କୋଟିଏ ଲକ୍ଷପତି ଦିଦି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ମୂଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, କେନ୍ଦ୍ରମନ୍ତ୍ରୀ … Read More

୪୦୦ ଅତିକ୍ରମ କଲା ଦିଲ୍ଲୀରେ ଏକ୍ୟୁଆଇ

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ହୋଇଉଠୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ସୋମବାର, ମଙ୍ଗଳବାର ଓ … Read More

ପାକ୍‌ ସୀମାରେ ସମରାଭ୍ୟାସ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଭାରତର ତିନି ପ୍ରତିରକ୍ଷା ବାହିନୀ ପକ୍ଷରୁ ଗୁରୁବାର ପାକିସ୍ତାନ ସଂଲଗ୍ନ ସୀମାରେ ୧୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମରାଭ୍ୟାସକୁ ‘ତ୍ରିଶୂଳ’ ନାମରେ ନାମିତ କରାଯାଇଛି। ଗୁଜରାଟ … Read More

ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ନିଯୁକ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର … Read More

ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ

ମୁମ୍ବଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଉଥିବା ଘଟଣା ଲୋକଲୋଚନକୁ ଆସିଛି। ଏହାକୁ ନେଇ ମୁମ୍ବଇ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ … Read More

ବିହାର ନିର୍ବାଚନ: ୧୦୦ ଆସନରେ ପ୍ରଭାବ ପକାଇବ ଏସ୍‌ଆଇଆର

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ଆସନ୍ତା ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ପ୍ରଚାର … Read More

ଭିଏତନାମରେ ବନ୍ୟାର ତାଣ୍ଡବ: ୧୩ ମୃତ, ୧୧ ନିଖୋଜ

ଭିଏତନାମ : ଅନେକ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଯାହା ଏବେ ଭିଏତନାମର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ … Read More

ପାପୁଆ ନ୍ୟୁ ଗିନିରେ ଭୂସ୍ଖଳନ, ୨୧ ମୃତ

ଅଷ୍ଟ୍ରେଲିଆ : ପାପୁଆ ନ୍ୟୁ ଗିନିର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏପରି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଏହି ଭୂସ୍ଖଳନରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭୂସ୍ଖଳନରେ ଏଙ୍ଗା ପ୍ରଦେଶର କୁକାସ … Read More

୧୫୦ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଗୁଜରାଟ: ଆଜି ଏକତା ଦିବସ ପାଳୁଛି ଦେଶ । ୧୫୦ତମ ଜୟନ୍ତୀରେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ କୃତଜ୍ଞତା ଜଣାଉଛି ଦେଶ । ଗୁଜରାଟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସର୍ଦ୍ଦାର … Read More