୨୫୬ କୋଟି ଟଙ୍କାର ଡ୍ରଗ୍ସ ରାକେଟ୍ ଠାବ କଲା ମୁମ୍ବଇ କ୍ରାଇମବ୍ରାଞ୍ଚ
ମୁମ୍ବଇ, ୨୩ା୧୦: ମୁମ୍ବଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ ବଡ ସଫଳତା ମିଳିଛି। ପୁଲିସ ଦାଉଦ ନେଟୱର୍କ ସହ ଜଡିତ ସଲିମ ଡୋଲାର ଖାସ୍ ସାଥୀ ମୋହମ୍ମଦ ସଲିମ ସୁହେଲ ଶେଖକୁ ଗିରଫ କରିଛି। ଅଭିଯୁକ୍ତ ଅନେକ ଦିନ ଧରି ଦୁବାଇରେ ବସି … Read More
