ଢାକାରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ

ଢାକା : ପ୍ରଥମେ ଅପରେସନ ସିନ୍ଦୁର)ରେ ପରାଜୟ, ନିକଟରେ ଆଫଗାନିସ୍ତାନଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନ ଭାରତକୁ ପାନେ ଦେବାକୁ ବାଂଲାଦେଶ  ସହ ମିଶି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । ପାକିସ୍ତାନୀ ସେନାର ଜଣେ … Read More

୩ ଦିନରେ ଜିଏସଟି ପଂଜୀକରଣ ମଂଜୁରୀ ମିଳିବ

ନୂଆଦିଲ୍ଲୀ : ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା … Read More

ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା

ପାକିସ୍ତାନ: ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ … Read More

ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଗଭୀର ଘାଇକୁ ଖସିଲା ଜିପ୍: ୮ ମୃତ, ୧୦ ଆହତ

କାଠମାଣ୍ଡୁ : ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ୧୮ ଜଣ ଯାତ୍ରୀ ଜିପରେ ଯାଉଥିବାବେଳେ ୭୦୦ଫୁଟ୍ ତଳକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି … Read More

ଆଉ ନାହାଁନ୍ତି ଥାଇଲାଣ୍ଡର ରାଣୀ, ଶେଷ ନିଶ୍ବାସ ତ୍ୟାଗ କଲେ ୯୩ ବର୍ଷ ବୟସରେ

ଥାଇଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସିରିକିତଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏପରି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଯିଏ କି ବତ୍ତର୍ମାନର ରାଜା ଭାଜିରାଲଙ୍ଗକର୍ଣ୍ଣଙ୍କ ମାତା ଏବଂ ଦେଶର ସବୁଠାରୁ ଦୀର୍ଘକାଳୀନ ରାଜାଙ୍କ ପତ୍ନୀ … Read More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କୁ ଧକ୍କା ଦେଲା ଅନିୟନ୍ତ୍ରିତ କାର୍, ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ଘର ବାହାରେ ବସିଥିବା ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । … Read More

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କ ପରଲୋକ

ମୁମ୍ବଇ: ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ … Read More

ପଞ୍ଜାବରେ ସଙ୍କଟରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା

ନୂଆଦିଲ୍ଲୀ : ନାଗରିକଙ୍କୁ ମାଗଣା ସୁବିଧା ଯୋଗାଇବା ପ୍ରତିଶ୍ରୁତିରେ ଅନେକ ରାଜ୍ୟ ଉପରେ ଋଣ ବୋଝ ବଢିବାରେ ଲାଗିଛି। ନିର୍ବାଚନ ସମୟରେ ଦେଉଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟର ରାଜକୋଷ ଉପରେ କେଉଁଭଳି ପ୍ରଭାବ ପଡେ ତାହା ପଞ୍ଜାବରେ ଦେଖିବାକୁ ମିଳିଛି। … Read More

ବିହାର ବିଧାନସଭା ନିର୍ବାଚନ: ଏଆଇ ଡିପ୍‌ ଫେକ୍‌ ଉପରେ ଇସିଆଇଙ୍କ କଡା ନିର୍ଦେଶ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଏବଂ ସାତଟି ରାଜ୍ୟର ଆଠଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା ସହିତ, ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକରେ ଅକ୍ଟୋବର ୬ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଏହା ଅଧୀନରେ ନିର୍ବାଚନ କମିଶନ … Read More

ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟ୍‌ରେ ପୁଲିସ ଦ୍ବାରା ଦୁଷ୍କର୍ମ, ମାନସିକ ଓ ଶାରୀରିକ ନିର୍ଯାତନା

ମୁମ୍ବଇ: ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳା ଡାକ୍ତର ଜଣକ ତାଙ୍କର ବାମହାତ ପାପୁଲିରେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ଆତ୍ମହତ୍ୟା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିବା ଜଣାପଡିଛି। … Read More