ସ୍କୁଲ-କଲେଜ ପରିସରରେ କାର୍ଯ୍ୟକ୍ରମ ପାଇଁ ଆରଏସଏସକୁ ଅନୁମତି ଦିଅନାହିଁ: ଖଡ଼ଗେ

ନୂଆଦିଲ୍ଲୀ: କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସରକାରୀ ସ୍କୁଲ ଏବଂ କଲେଜ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କାର୍ଯ୍ୟକ୍ରମଗୁଡ଼ିକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ … Read More

ଅସ୍ଥାୟୀ ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ ଦେଇଥିଲେ ମଞ୍ଜୁରୀ, ହାଇକୋର୍ଟ ସୁପାରିଶ କରିନାହାଁନ୍ତି ନାମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାନୁଆରୀ ମାସରେ, ଲକ୍ଷ ଲକ୍ଷ ଫୌଜଦାରୀ ମାମଲା ସମାଧାନ ପାଇଁ ଅସ୍ଥାୟୀ ବିଚାରପତିଙ୍କ ନିଯୁକ୍ତି ପାଇଁ ପଥ ପରିଷ୍କାର କରିଥିଲେ, କିନ୍ତୁ ହାଇକୋର୍ଟଗୁଡ଼ିକ ଏପର୍ଯ୍ୟନ୍ତ କୌଣସି ନାମ ସୁପାରିଶ କରିନାହାଁନ୍ତି। ପ୍ରାୟ ନଅ ମାସ ବିତିଗଲାଣି, କିନ୍ତୁ ହାଇକୋର୍ଟଗୁଡ଼ିକ … Read More

ଆଜମ ଖାନଙ୍କୁ ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ବରିଷ୍ଠ ନେତା ଆଜମ ଖାନ ସୀତାପୁର ଜେଲରୁ ମୁକ୍ତ ହେବା ପରଠାରୁ ଖବରର ଶିରୋନାମାରେ ଅଛନ୍ତି। ରାମପୁରରେ ରହୁଥିବା ଆଜମ ଖାନଙ୍କ ନିକଟକୁ ପରିଦର୍ଶକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପରିଦର୍ଶକଙ୍କ … Read More

ଏବିଭିପିର ମମତାଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଦୃଢ଼ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପିର ଭୁବନେଶ୍ୱର ଶାଖା ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ … Read More

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ: ଧରାପଡ଼ିଲେ ୪ ଅଭିଯୁକ୍ତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଧରାପଡ଼ିଛି। ତା’ ନାଁ ହେଉଛି ଶେଖ ନାସିରୁଦ୍ଦିନ ଓ ଘର ଦୁର୍ଗାପୁର ଅଞ୍ଚଳରେ। ସ୍ଥାନୀୟ ବିଯଡ଼ା ଗ୍ରାମରୁ ପୁଲିସ ତା’କୁ ଧରିଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ … Read More

ଝିଅମାନେ ନିଜ ସୁରକ୍ଷା ନିଜେ କରିବା ଉଚିତ: ମମତା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଝିଅମାନେ ନିଜ ସୁରକ୍ଷା ନିଜେ କରିବା ଦରକାର ବୋଲି ମମତା କହିଛନ୍ତି। ଏହି ଘଟଣାକୁ ନେଇ ସେ … Read More

ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ, ୫୮ ଜଣ ସୈନ୍ୟ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ । ପାକିସ୍ତାନର ୫୮ ଜଣ ସୈନ୍ୟଙ୍କୁ ମାରିଥିବା ଆଫଗାନିସ୍ତାନର ଦାବି । ସେପଟେ ଆଫଗାନିସ୍ତାନର ୧୯ଟି ବର୍ଡର ପୋଷ୍ଟକୁ ପାକିସ୍ତାନ ଅକ୍ତିଆର କରିଥିବା ଦାବି କରିଛି ।  ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ … Read More

ମେକ୍ସିକୋରେ ବର୍ଷାର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୪୧ ମୃତ

ମେକ୍ସିକୋ : ଗତ କିଛି ଦିନ ଧରି ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ମେକ୍ସିକୋରେ ପରିସ୍ଥିତି ଖରାପ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ହେବା ଯୋଗୁଁ … Read More

ବିହାର ନିର୍ବାଚନ ଆସନ ବୁଝାମଣା, ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଓ ୨୯ ଆସନରେ ଲଢ଼ିବେ ଏଲଜେପି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା ଏନଡିଏର ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ। ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ … Read More

ବାଇକ୍କୁ ଧକ୍କା ଦେଲା କାର୍, ୨ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତଗାମୀ କାର୍ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି … Read More