ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ
ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ … Read More
