ପ୍ରଧାନମନ୍ତ୍ରୀଙ୍କ ମର୍ଫଡ୍ ଫଟୋ ସେୟାର ଅଭିଯୋଗରେ ମେଟାର ଭାରତ ମୁଖ୍ୟଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଫଡ ରିଲ ଏବଂ ଆପତ୍ତିଜନକ ବିଷୟବସ୍ତୁ ସେୟାର କରିଥିବା ଅଭିଯୋଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ମେଟା ଇଣ୍ଡିଆ ମୁଖ୍ୟ ଅରୁଣ ଶ୍ରୀନିବାସ ମଧ୍ୟ ସାମିଲ ରହିଛନ୍ତି । ଏହି … Read More

SCO ଶିଖର ସମ୍ମିଳନୀକୁ ପାକିସ୍ତାନରୁ ମୋଦୀଙ୍କୁ ନିମନ୍ତ୍ରଣ, ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପାକିସ୍ତାନ ସାଂଘାଇ ସହଯୋଗ ସଂଗଠନ (SCO) ୨୦୨୭ ଆୟୋଜନ କରିବ। SCO ଶିଖର ସମ୍ମିଳନୀ ୨୦୨୭ର ଆୟୋଜକ ଭାବରେ, ପାକିସ୍ତାନ ଆନୁଷ୍ଠାନିକ ଭାବରେ ସୂଚିତ କରିଛି ଯେ ସେ ଏହି ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବ। ଉଲ୍ଲେଖଯୋଗ୍ୟ, ଅପରେସନ … Read More

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା !

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ରାଜନୈତିକ ମହଲରେ ଏବେ ସରଗରମ ଚର୍ଚ୍ଚା । ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ Xର ପ୍ରୋଫାଇଲରେ ହୋଇଥିବା ପରିବର୍ତ୍ତନ ପରେ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଚାଲିଛି … Read More

ଭୁଶୁଡ଼ିଲା ୪ ମହଲା କୋଠା : ୯ ମୃତ, ଫସି ରହିଛନ୍ତି ଅନେକ ଲୋକ

ମୁମ୍ବାଇ : ମୁମ୍ବାଇର ଭିୱାଣ୍ଡିରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ଖବର … Read More

କୋଇଲା ଖଣିରେ ବିସ୍ଫୋରଣ, ୩୨ ଶ୍ରମିକ ମୃତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣି ଭିତରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆହୁରି ୧୦ ଜଣ ଶ୍ରମିକ ଭୂମି ତଳେ ଫସି ରହିଥିବା ଜଣାପଡ଼ିଛି … Read More

BSF କ୍ୟାମ୍ପରେ ପଶିଲା ବନ୍ୟା ପାଣି, ଛାତ ଉପରେ ଆଶ୍ରୟ ନେଲେ ଯବାନ

ନୂଆଦିଲ୍ଲୀ: ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ ନାରାୟଣପୁର ଜିଲ୍ଲାର ଆବୁଝମାଦ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ହୋଇଛି। ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ନକ୍ସଲ ପ୍ରଭାବିତ ବାଲେବେଡା … Read More

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି

ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ … Read More

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା ।  ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ।  ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା ।  ହୀରାକୁଦର ଆଉ ୮ଟି ଗେଟ ଖୋଲିଲା ।  ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି … Read More

ଛୁରୀ ଭୁଷି ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଜୟପୁର : ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ ଅଭିଯୋଗ ।  ଚିକିତ୍ସାଧିନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର OHPC ଯୋଜନା ଉଚ୍ଚ ବିଦ୍ୟାଳୟରେ ହୋଇଛି ଛୁରାମାଡ଼ । ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ … Read More

ଟ୍ରେନ ପାଇଲଟିଂରେ ଯିବେ ମହାମହିମ ଦ୍ରୌପଦୀ ମୁର୍ମୁ, ଏସକର୍ଟରେ ରହିବ ୩ ଟି ଟ୍ରେନ

ଭୁବନେଶ୍ଵର : ଟ୍ରେନ ପାଇଲଟିଂରେ ଯିବେ ରାଷ୍ଟ୍ରପତି ।  ଏସକର୍ଟରେ ରହିବ ତିନୋଟି ଟ୍ରେନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରରୁ ବ୍ରହ୍ମପୁର ଟ୍ରେନରେ ଯିବେ।  ଆସନ୍ତା ୩ରୁ ୫ତାରିଖ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୋଲିସ ସେବା ଭବନରେ ପୋଲିସ ଡିଜି … Read More