ନକଲି ଆଇନ ଉଦାହରଣ ଦେଲେ ଓକିଲାତି ରଦ୍ଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟରେ ଚଳିବନି AI ର ଚାଲାକି! । ନକଲି ଆଇନ ଉଦାହରଣ ଦେଲେ ଓକିଲାତି ।  AI ର “ଭ୍ରମ” କୁ ନେଇ ସୁପ୍ରିମ ଚେତାବନୀ। AI ଦ୍ୱାରା ପ୍ରସ୍ତୁତ ନକଲି ଆଇନ ଉଦାହରଣ ଦେଲେ ଓକିଲଙ୍କ ବିରୋଧରେ ହେବ … Read More

‘ୟୁଜରନେମ୍’ ଫିଚର ଉପରେ ନୋଟିସ୍ ପରେ ଜବାବ ରଖିଲା ମେଟା, ସୁରକ୍ଷାକୁ ଦେଲା ଗୁରୁତ୍ୱ

ନୂଆଦିଲ୍ଲୀ : ଆପତ୍ତି ପରେ ହ୍ୱାଟସଆପ୍ ର ସ୍ପଷ୍ଟୀକରଣ!। ହ୍ୱାଟସଆପ୍ ‘ୟୁଜରନେମ୍’ ଫିଚର ଉପରେ କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ ଜବାବ ରଖିଲା ମେଟା। ଫ୍ରଡ୍ ଏବଂ ନକଲି ଆକାଉଣ୍ଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ହ୍ୱାଟସଆପ୍ ର ଆଗାମୀ ‘ୟୁଜରନେମ୍’ … Read More

ଗୋପରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଖୁବଶୀଘ୍ର ଲକ୍ଷ୍ମୀପୁରାଣ କରିଡର । ରାଜ୍ୟର ପର୍ଯ୍ୟଟନ ଓ ଆର୍ଥିକ ସ୍ଥିତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭିଜନ । ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ଲକ୍ଷ୍ମୀପୁରାଣର ନୂଆ ସଂସରଣ । ସଶକ୍ତ ମହିଳାଙ୍କ ନିଚ୍ଛକ … Read More

ଆମେରିକା ମୋଟେଲ ଅଗ୍ନିକାଣ୍ଡରେ ଜଳିଗଲେ ଗୁଜରାଟ ଦମ୍ପତି ଏବଂ ଝିଅ

ନୂଆଦିଲ୍ଲୀ: ଗୁଜରାଟ ଖେଡ଼ାର ଏକ ପରିବାରର ୩ ଜଣ ସଦସ୍ୟଙ୍କର ଆମେରିକାର ଓହିଓରେ ଏକ ମୋଟେଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ହିତେଶଭାଇ ସୁଥାର ଏବଂ ତାଙ୍କ ପତ୍ନୀ ହୀନା‌ବେନ୍‌ ଏବଂ ସେମାନଙ୍କ ୨୦ ବର୍ଷର ଝିଅ ଇଶାନୀ। … Read More

ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ତଲାସି ଚଳାଇଛି ପୋଲିସ ଓ ବମ୍ ସ୍କ୍ୱାଡ ଟିମ୍

ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି … Read More

ରାମ ମନ୍ଦିରରେ ନିଯୁକ୍ତି ପାଇଁ ୧୨୫ରୁ ଅଧିକ କର୍ମଚାରୀ ଦେଇଛନ୍ତି ଲାଞ୍ଚ

ଅଯୋଧ୍ୟା : ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର … Read More

ଖଣିରେ ପଥର ଖସି ୭ ଶ୍ରମିକ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ପଥର ଖଣିରେ ପଥର ଖସି ପଡ଼ିବା ଯୋଗୁ ଅନେକ ମୃତାହତ ହୋଇଥିବା ଜଣାପଡିଛି ।  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ଶ୍ରମିକ ଖଣି ତଳେ ପୋତି … Read More

ଅମରନାଥ ଯାତ୍ରା ପାଇଁ ବାହାରିଲା ପ୍ରଥମ ଦଳ, ଶୁଭାରମ୍ଭ କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରେ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦଳ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ … Read More

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଅଣ୍ଡାମାଡ଼, ଭିଡିଓ ସେୟାର କରି ବିଜେପିକୁ କଲେ ଟାର୍ଗେଟ୍

ନଦୀୟା: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କାଲିଗଞ୍ଜଠାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଏକ ଦଳୀୟ ବୈଠକ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିବା … Read More

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର:ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ସାକ୍ଷାତ କରିବେ।ସୂଚନା ଅନୁସାରେ, ଅପରାହ୍ନରେ ଦିଲ୍ଲୀସ୍ଥିତ … Read More