ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ

ଭୁବନେଶ୍ୱର:  ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗାଜିଆବାଦ୍‌:ଗାଜିଆବାଦ୍‌ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍‌ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍‌ ସମୟରେ ମିଳିଥିଲା। ମୃତ … Read More

ତାଜ୍ ହୋଟେଲ୍ କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ ।  ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର ବିଳମ୍ବିତ … Read More

ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଥରିଲା ବିଶାଖାପାଟଣା

ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି । … Read More

ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ : ୨ ମୃତ, ୪ ଆହତ

ଟୋରଣ୍ଟୋ : କାନାଡର ଟୋରଣ୍ଟୋରେ ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲ ସମୟରେ ଗୁଳିକାଣ୍ଡ ଘଟଣା ଘଟିଥିବା ସୂଚନା ମିଳୁଛି ।  ଏହି ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି … Read More

ପୁଣି ହର୍ମୁଜ ବନ୍ଦ କଲା ଇରାନ, ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି

ଆମେରିକା : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି । ଇରାନ ବନ୍ଦ କଲା ହର୍ମୁଜ ପ୍ରଣାଳୀ ।  ଆମେରିକାର ଘନ ଘନ ଏୟାରଷ୍ଟ୍ରାଇକ୍ । ମଧ୍ୟପ୍ରାଚ୍ୟରେ ସ୍ଥିତି ପୁଣି ଥରେ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ … Read More

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରଶାସନରେ ବଡ଼ ପରିବର୍ତ୍ତନ । ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO! । ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ … Read More

ଓମାନ ଉପକୂଳରେ ଜାହାଜ ଉପରେ ଇରାନର ଆକ୍ରମଣ: ୧୦ ଭାରତୀୟ ଉଦ୍ଧାର, ଜଣେ ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆଉ ଏକ ଉଦବେଗଜନକ ଘଟଣା ସାମ୍ନାକୁ ଆସିଛି। ରବିବାର ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। … Read More

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ … Read More

ମନଗଢ଼ା କାହାଣୀ କହୁଛି ଇସ୍କନ, କଡ଼ା ଜବାବ ରଖିଲେ ଗଜପତି

ପୁରୀ : ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ। ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା ପ୍ରେସ … Read More