କେନ୍ଦୁଝରରେ ବରିଷ୍ଠ ସାମ୍ବାଦିକ ପେନ୍‌ସନ୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର

କେନ୍ଦୁଝର: ଓଡ଼ିଶାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ପେନ୍‌ସନ୍ ଯୋଜନାକୁ ନେଇ କେନ୍ଦୁଝର ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗତ ଜୁନ୍ ୨୩ ତାରିଖରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସାମ୍ବାଦିକଙ୍କ … Read More

ନୂତନ ବନ୍ଦର ନିର୍ମାଣ କରିବ ୟୁଏଇ

ଦୁବାଇ: ପାରସ୍ୟ ଉପସାଗର ଅଞ୍ଚଳରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ସୁରକ୍ଷା ବିପତ୍ତି ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟିକ ପଥ ‘ହର୍ମୁଜ୍ ପ୍ରଣାଳୀ’ ଉପରେ ନିଜର … Read More

ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ ସରକାର

ଲଣ୍ଡନ:ବ୍ରିଟେନ ସରକାର ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବ୍ରିଟେନ ମାଟିରେ ଇହୁଦୀ ସମୁଦାୟ, ଇସ୍ରାଏଲ୍ ଓ ଇରାନର ବିରୋଧୀ ଗଣମାଧ୍ୟମଗୁଡ଼ିକୁ ନିଶାଣ କରି ହୋଇଥିବା ଏକାଧିକ ଆକ୍ରମଣ ଓ … Read More

ଭୋଜଶାଳା ବିବାଦକୁ ନେଇ ସୁପ୍ରିମକୋର୍ଟ ଶୁଣାଣି, ନମାଜ ପଢିବା ପାଇଁ ମୁସଲିମଙ୍କୁ ମିଳିବ ଅଲଗା ଜାଗା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ସ୍ଥିତ ଭୋଜଶାଳା ପରିସରର ଧାର୍ମିକ ପରିଚୟ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ଏବଂ ମୁସଲିମ ଉଭୟ ପକ୍ଷଙ୍କ ଅଧିକାରକୁ କ୍ଷତି ନ ପହଞ୍ଚାଇ ଆଖପାଖରେ ଥିବା କିଛି ଅଞ୍ଚଳକୁ … Read More

ଡିଭାଇଡରରେ ପିଟିହେଲା ବାଇକ୍, ୩ ପିଲାଙ୍କ ସହିତ ୪ ମୃତ

ହାପୁର : ଉତ୍ତରପ୍ରଦେଶ ହାପୁରରେ ଦିଲ୍ଲୀ-ଲକ୍ଷ୍ନୌ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାବୁଗଢ ଥାନା ଅନ୍ତର୍ଗତ ବଛଲୋତା ଫ୍ଲାଏଓଭର ନିକଟରେ ଏକ ବାଇକ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଦୁର୍ଘଟଣାରେ ୩ ପିଲାଙ୍କ ସହିତ ପରିବାରର ୪ … Read More

CBSEର ନୂଆ ନିଷ୍ପତ୍ତି, ୯ମ ଏବଂ ୧୦ମ ଶ୍ରେଣୀ ପିଲା ଥାର୍ଡ ଲାଙ୍ଗୁଏଜ୍ ରେ ପାସ୍ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : CBSE ବୋର୍ଡ ପକ୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ବା (Third Language)କୁ ବାଧ୍ୟତାମୂଳକ … Read More

ମଝି ସମୁଦ୍ରରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍, ଜଣେ ଭାରତୀୟ ନାବିକ ମୃତ

ଆମେରିକା : ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍ । ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ । UAE ତେଲ ଟାଙ୍କର ଉପରେ ଇରାନର ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ଓମାନର ଆଞ୍ଚଳିକ ଜଳସୀମା ଦେଇ … Read More

E20 ପେଟ୍ରୋଲ ବନ୍ଦ କର! କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ‘ଅନଲାଇନ୍ ହସ୍ତାକ୍ଷର ଅଭିଯାନ’ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ନେଇ ଦେଶରେ ବିବାଦ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କ ଗାଡ଼ିର ଇଞ୍ଜିନ ନଷ୍ଟ ହେଉଥିବା ଅଭିଯୋଗ ଆଣି ଆମ୍ ଆଦମୀ … Read More

ଲସ୍କର ମୁଖ୍ୟ ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୁଦ୍ଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି। ଜମ୍ମୁର ଏକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ତେବେ ଏହି ଆଦେଶ ଭାରତରେ ହାଫିଜ୍ ସଇଦଙ୍କ ବିରୁଦ୍ଧରେ … Read More

କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା … Read More