ଭୁବନେଶ୍ୱରରେ ନିର୍ମାଣ ହେବ ରାଜ୍ୟର ପ୍ରଥମ ସ୍କାଏୱାକ୍, ବ୍ୟୟ ହେବ ୧୮.୪୨ କୋଟି

ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରସୁଲଗଡ଼ ଅଞ୍ଚଳରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ସ୍କାଏୱାକ୍ ନିର୍ମାଣ ହେବ ।  ୪୫୦ ମିଟର ଲମ୍ବ ବିଶିଷ୍ଟ ଏହି ସ୍କାଏୱାକ୍ ର ଭିତ୍ତିପ୍ରସ୍ତର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାପନ କରିଛନ୍ତି ।  ପ୍ରାୟ ୧୮ … Read More

ଫିଟନେସ ନ ଥିଲେ ଜବତ ହେବ ଗାଡ଼ି

ଭୁବନେଶ୍ୱର: ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି। ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ … Read More

ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, ଲଗାଯିବ ଲକ୍ଷ ଲକ୍ଷ ଚାରା

ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ … Read More

ପାଟଧରା ଜଙ୍ଗଲରୁ ମାଓ ଡମ୍ପ ଠାବ, ମାରଣାସ୍ତ୍ର ସହ ଟିଫିନ ବୋମା ଜବତ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏହି ମାଓ ଡମ୍ପ ଉଦ୍ଧାର କରିଛନ୍ତି । ଏଥିରୁ ବିପୁଳ ପରିମାଣରେ … Read More

ସଡ଼କ ଦୁର୍ଘଟଣାରେ ୩ ଶିଶୁ ମୃତ, ବାପା-ମା ଗୁରୁତର

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ଥିବା ଜଣାପଡିଛି । ଗୋଟିଏ ଦ୍ରୁତଗାମୀ ଟ୍ରଲର ଅନେକଙ୍କୁ ଚାପି ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି … Read More

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ମୁମ୍ବାଇରେ ସ୍କୁଲ-କଲେଜ ବନ୍ଦ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲା ବେହାଲ ହୋଇଛି । ଯାହା ମୁମ୍ବାଇ, ପୁଣେ ଓ ନାଶିକ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ … Read More

ସିରିଆରେ ବିସ୍ଫୋରଣରେ ୬ ମୃତ, ଅଳ୍ପକେ ରକ୍ଷା ପାଇଲେ ରାଷ୍ଟ୍ରପତି

ସିରିଆ : ସିରିଆ ଡାମାସ୍କସର ଏକ ହୋଟେଲ ବାହାରେ ୨ଟି ପରେ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁ ହୋଟେଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସିରିଆ … Read More

ଅହମଦାବାଦ ବିସ୍ଫୋରଣ ମାମଲା ; ୧୧ ଜଣଙ୍କୁ ଆଜୀବନ, ୩୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କାଏମ

ଅହମ୍ମଦାବାଦ : ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଗୁଜୁରାଟ ହାଇକୋର୍ଟ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟର … Read More

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ, ସ୍ବାକ୍ଷର ହେଲା ବଡ଼ ଚୁକ୍ତିନାମା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ କରିଛନ୍ତି … Read More

ବର୍ଥଡେ ପାର୍ଟିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ରିୱା ରୋଡ ସ୍ଥିତ ରାଷ୍ଟ୍ରୀୟ ରାଜମାର୍ଗ-୩୦ରେ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା … Read More