ନାଗାଲାଣ୍ଡରେଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ

ନୂଆଦିଲ୍ଲୀ : ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ହୋଇଛି। … Read More

ସଂସଦରେ ଆସିବ ୭ ବିଲ୍, ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ: ସଂସଦରେ ଆସିବ ୭ଟି ବଡ଼ ବିଲ୍ । ବଦଳିଯିବ ଅନେକ ନିୟମ । UGC ଏବଂ AICTE ଇତିହାସ ହେବ? ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ୍! । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ … Read More

ଡାକ୍ତରଖାନାରୁ ସୋନମଙ୍କ ପ୍ରଥମ ବାର୍ତ୍ତା, ପୁଲିସ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ‘ବେଆଇନ ଅଟକ’ ଅଭିହିତ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ  ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତାକାଲି (ସୋମବାର) ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆୟୋଜିତ ହେବାକୁ ଥିବା … Read More

ରୁଷ ଉପରେ ୟୁକ୍ରେନର ଆକ୍ରମଣ, ୯ ମୃତ, ୮୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ରୁଷ ଉପରେ ଆକ୍ରମଣ କରିଛି ୟୁକ୍ରେନ । ରୁଷ ରାଜଧାନୀ ମସ୍କୋ ଉପରେ ୩୭୦ରୁ ଅଧିକ ଡ୍ରୋନ ମାଡ଼ କରି ଅଗ୍ନିବର୍ଷା କରିଛି । ୟୁକ୍ରେନ ଆକ୍ରମଣ ରୁଷର ଅନଲାଇନ ସପିଂ କମ୍ପାନୀର ଦୁଇଟି ୱେୟାର ହାଉସ୍, ଏବଂ ଅଏଲ … Read More

କାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ଜନସମସ୍ୟା ନେଇ ସରକାରଙ୍କୁ ଘେରିବ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ । ଚଳିତ ବର୍ଷର ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ସମସ୍ୟା ଓ ଜବାବଦେହିତାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର ନିଜର … Read More

ଲଗାଣ ବର୍ଷା ଯୋଗୁ ଅସ୍ଥାୟୀ ଭାବେ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି । ଅମରନାଥ ଯାତ୍ରାକୁ ସ୍ଥଗିତ କରିବା ପରେ ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ … Read More

ସ୍ୱାମୀକୁ ମାରିବାକୁ ଷଡ଼ଯନ୍ତ୍ର : କ୍ଷୀରରେ ନିଦ ବଟିକା ମିଶାଇ ବିଷାକ୍ତ ସାପ ଛାଡ଼ିଲା ସ୍ତ୍ରୀ

ଲକ୍ଷ୍ନୋ: କ୍ଷୀରରେ ମିଶାଇଲା ନିଦ ବଟିକା, ଶୋଇଥିବା ସ୍ୱାମୀ ଉପରକୁ ଛାଡ଼ିଦେଲା ବିଷାକ୍ତ ସାପ । ଇନ୍ସୁରାନ୍ସ ଟଙ୍କା ପାଇଁ ସ୍ବାମୀକୁ ହତ୍ୟା । ଉତ୍ତରପ୍ରଦେଶର ମେରଠ ଅଞ୍ଚଳରୁ ଏଭଳି ସାଙ୍ଘାତିକ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା … Read More

ଜମ୍ମୁ କଶ୍ମୀରରେ ବର୍ଷାର ତାଣ୍ଡବ; ୧୧ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାର କରାଳ ରୂପ । ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁଞ୍ଚ ଜିଲ୍ଲାରେ ୧୧ ଜଣଙ୍କର … Read More

ଚାଷୀଙ୍କ ସବ୍‌ସିଡି ଓ ଏମ୍‌ଏସ୍‌ପି ବାବଦକୁ ୧୫ କୋଟି ଟଙ୍କା ଖାଇଗଲେ ମିଲର୍‌

ରାୟଗଡା : ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ଚାଷୀଙ୍କ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସବ୍‌ସିଡି ସହିତ କ୍ୱିଣ୍ଟାଲ ପ୍ରତି ୩୧୦୦/- ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ଏହାର ଲାଭ ଚାଷିଙ୍କୁ ମିଳୁନାହିଁ। ସମବାୟ … Read More

ଜେଲରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ କଏଦୀ

ଜୟପୁର: ଜେଲ ଭିତରେ ବାଜିଲା ସାହାନାଇ। କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଇନ ଅନୁଯାୟୀ … Read More