ରଥଯାତ୍ରା ପରିଚାଳନା ପାଇଁ ୧୯ ବରିଷ୍ଠ ଆଇପିଏସ ନିୟୋଜିତ

ଭୁବନେଶ୍ୱର:ରଥଯାତ୍ରାକୁ ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ  ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରାୟ … Read More

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭବ୍ୟ ସ୍ବାଗତ କଲେ କ୍ରିଷ୍ଟୋଫର ଲକ୍ସନ

ୱେଲିଙ୍ଗଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ପିଏମ୍ ମୋଦୀ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ … Read More

ତୀବ୍ର ହେବାରେ ଲାଗିଛି ଆମେରିକା-ଇରାନ ସଂଘର୍ଷ; ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଠପ୍‌ !

ଦୁବାଇ:ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ସଂଘର୍ଷ ତୀବ୍ର ହେବା ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରାୟ ଠପ୍‌ ହୋଇଯାଇଛି। ଏହାର ପ୍ରଭାବରେ ବିଶ୍ୱ ଇନ୍ଧନ ବଜାରରେ ନୂଆ ଅନିଶ୍ଚିତତା ସୃଷ୍ଟି … Read More

ଥାଲାପତିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, କରୁର ପୀଡିତଙ୍କ ପରିବାରକୁ ବାଣ୍ଟିବେ ସରକାରୀ ନିଯୁକ୍ତି ପତ୍ର

ତାମିଲନାଡୁ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ କରୁର ପୀଡିତଙ୍କ ପରିବାର ଲୋକଙ୍କୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିବାର ଅନୁମତି ପ୍ରଦାନ କରିଛନ୍ତି । ସିଏମ୍ ବିଜୟ ଆଜି ହିଁ କରୁର ଯିବେ । … Read More

ମେଲବର୍ଣ୍ଣରୁ ମୋଦିଙ୍କ ଘୋଷଣା, ଭାରତରେ ଆରମ୍ଭ ହେବ ବିଗ୍ ବାସ୍ ଲିଗ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ମ୍ୟାଚ୍ ଡିସେମ୍ବରରେ ଖେଳାଯିବ । … Read More

ଜଳିଗଲା ଜୋତା ଫ୍ୟାକ୍ଟ୍ରି, ୨୮ ମୃତ

ଚୀନ୍ : ଚୀନର ଜିନଜୟାଙ୍ଗ ସହରରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୨୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସୂଚନାନୁଯାୟୀ, ଗୁରୁବାର … Read More

ଗୁରୁଗ୍ରାମରେ ଏନକାଉଣ୍ଟର : ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ, ୩ ପୋଲିସ କର୍ମଚାରୀ ଆହତ

ଗୁରୁଗ୍ରାମ : ହରିୟାଣା ଗୁରୁଗ୍ରାମରେ ମଧ୍ୟରାତ୍ରିରେ ଏନକାଉଣ୍ଟର । ବିଦେଶୀ ଗ୍ୟାଙ୍ଗଷ୍ଟରର ୪ ସୁଟର ନିହତ । ଧୂଳି ଚଟାଇଲା ପୋଲିସ କ୍ରାଇମବ୍ରାଞ୍ଚ । ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ବିଦେଶରେ ଲୁଚି … Read More

କରୋନାରେ ଚାଲିଗଲା ୨ ଜୀବନ, ୪ ସଂକ୍ରମିତ ଚିହ୍ନଟ

ଆନ୍ଧ୍ରପ୍ରଦେଶ : ଦେଶକୁ ପୁଣି କରୋନା ଭୟ ଘାରିଛି । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ … Read More

ଲଗାଣ ବର୍ଷାରେ ଭୁଶୁଡିଲା ମସଜିଦ୍ କାନ୍ଥ, ୩ ମୃତ ଓ ୩ ଆହତ

ବୁଲନ୍ଦସହର : ପ୍ରବଳ ବର୍ଷା ଯୋଗୁଁ ବୁଲନ୍ଦସହରର ମୁଣ୍ଡାଖେଡା ଅଞ୍ଚଳରେ ମସଜିଦର କାନ୍ଥ ଭୁଶୁଡି ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ … Read More

ରାଜଧାନୀରୁ ବନ୍ଧା ହେଲା ନକଲି ଆଡିସନାଲ ଏସପି

ଭୁବନେଶ୍ୱର : ଆଡିସନାଲ ଏସପି ପରିଚୟ ଦେଇ ଲୋକଙ୍କୁ ଧମକଚମକ ଅଭିଯୋଗରେ ଜଣେ ଗିରଫ । ଖାରବେଳନଗର ଥାନା ପୋଲିସ ହାତରେ ଧରାପଡ଼ିଲା ଧୂର୍ତ୍ତ ଠକ ରଜନୀକାନ୍ତ ମହାନ୍ତି । ନିଜକୁ ଆଡିସନାଲ ଏସପି ପରିଚୟ ଦେଇ ସେ ଲୋକଙ୍କୁ ଧମକଚମକ ଦେଉଥିଲା … Read More