ଇରାନ ଯୁଦ୍ଧ ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ

ନୂଆଦିଲ୍ଲୀ: ଶନିବାର ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହବ୍ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଛି। ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି … Read More

ପ୍ରକାଶ ପାଇଲା ଅଜିତ ପୱାରଙ୍କ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ

ମୁମ୍ବାଇ : ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ଥିଲେ ସୁଦ୍ଧା ସେତେବେଳେ ଏହାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ଉପୁଜିଥିଲା। ବିମାନ … Read More

କାକିନାଡାରେ ବାଣ ବିସ୍ଫୋରଣ : ୨୧ ମୃତ

କାକିନାଡା: ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଆଜି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।  ଏହି ବିସ୍ଫୋରଣଟି ଅପରାହ୍ନ ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ … Read More

ଇରାନ୍‌ରେ ଫଶିଛନ୍ତି ଭାରତୀୟ ଛାତ୍ରୀ; ଉଦ୍ଧାର କରିବାକୁ ଗୁହାରୀ

ତେହେରାନ: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଏହି ଆକ୍ରମଣ ଇରାନ ସହରରେ ଅନେକ ଧ୍ୱଂସ ସୃଷ୍ଟି କରୁଛି। ଏହି ସମୟରେ, ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି। ସପ୍ତାହେ … Read More

ଏଚପିଭି ଟୀକାକରଣ ଅଭିଯାନ ଆରମ୍ଭ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । … Read More

ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା

ଆମେରିକା : ଇସ୍ରାଏଲ- ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା । ଅପରେସନ୍ ଏପିକ୍ ଫ୍ୟୁରୀରେ ଇସ୍ରାଏଲ ସହ ମିଶି ଇରାନ ଉପରେ କଲା ପ୍ରଚଣ୍ଡ ଆକ୍ରମଣ । ମିଳିତ ଆକ୍ରମଣରେ ଥରିଲା ତେହେରାନ। ସେପଟେ ଇରାନ୍ ଉପରେ ଆକ୍ରମଣ ପରେ ପ୍ରଥମ … Read More

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମଧ୍ୟ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା … Read More

ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ୩୦ ଆହତ

ବଲିଭିଆ : ବଲିଭିଆରେ ବଡ଼ ପ୍ଲେନ କ୍ରାସ । ୧୫ ମୃତ, ୩୦ ଆହତ । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା । ସାମରିକ … Read More

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହେଲେ ପ୍ରଭାତ। ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ। ତାଙ୍କୁ ଦଳ … Read More

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ

ଭୁବନେଶ୍ଵର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଉଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍‌ କ୍ୟାଣ୍ଡିଡେଟ୍‌ … Read More