ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ

ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ … Read More

ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି … Read More

ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍

ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ … Read More

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ … Read More

ଦିଲ୍ଲୀ ବିଧାନସଭାକୁ ବୋମା ଧମକ: ଲାଲକିଲ୍ଲା ଓ ସ୍କୁଲ ପରେ ଏବେ ଟାର୍ଗେଟରେ ବିଧାନସଭା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ବୋମା ଧମକ ମିଳିବା ଘଟଣା ସାମ୍ନାକୁ ଆସୁଛି। ସୋମବାର ଦିନ ଦିଲ୍ଲୀର ଦୁଇଟି ପ୍ରମୁଖ ସ୍କୁଲ ପରେ ଏବେ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ … Read More

ବଢିବ ଇ-ବସ ସଂଖ୍ୟା, ଯୋଡ଼ାଯିବ ଆଉ ୬୦୦ ଇ-ବସ୍

ଭୁବନେଶ୍ୱର: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି … Read More

ପୁଣି ଜେଏନୟୁରେ ହିଂସା ; ବାମପନ୍ଥୀ ଏବିଭିପି ମୁହାଁମୁହିଁ

ସୋମବାର ସକାଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଛାତ୍ର ସଂଗଠନ ପରସ୍ପରକୁ ଆକ୍ରମଣ ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା। ସୂଚନା ଅନୁସାରେ କୁଳପତି ଶାନ୍ତିଶ୍ରୀ … Read More

କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ପିପିଲି: କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ … Read More

ସ୍ୱତନ୍ତ୍ର ସଂଶୋଧନ ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ: ତାମିଲନାଡୁରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ା ଭୋଟର ଲିଷ୍ଟ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ରିପୋର୍ଟରେ ପାଖାପାଖି … Read More

ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ … Read More