ନବ ଦାସ ହତ୍ୟା ମାମଲା: ତ୍ୱରିତ ବିଚାର ପାଇଁ ପିପିଙ୍କ ସହ କ୍ରାଇମବ୍ରାଞ୍ଚର ଆଲୋଚନା

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତର ଦ୍ଵିତୀୟ ପର୍ଯ୍ୟାୟ ଛାନଭିନ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ ଅତିରିକ୍ତ ଏସପି ବିଜୟ ମଲ୍ଲିକ ଝାରସୁଗୁଡ଼ା ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ପହଞ୍ଚି ପବ୍ଲିକ ପ୍ରସିକ୍ୟୁଟରଙ୍କ ସହ … Read More

ଖୁବ୍ ଶୀଘ୍ର ବଦଳିବ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବଦଳିବ ରାଜଧାନୀର ଚଳଚଞ୍ଚଳ ଛକ ମାଷ୍ଟରକାଣ୍ଟିନର ନାଁ । ଖୁବ୍ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯାଇ, ଓଡିଶାର ବରପୁତ୍ରଙ୍କ ନାଁରେ ନାମକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର … Read More

ତାଇଓ୍ବାନ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ: ଆମେରିକା

ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍‌ ହେଗସେଠ୍‌। ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ନିଜ କବଜାକୁ ନେବା ଲାଗି … Read More

୧୯ ଘଣ୍ଟା ଅଟକ ପରେ ମୁକ୍ତ ହେଲେ ସୁନ୍ଦରଗଡ଼ ବିଧାୟକ

ସୁନ୍ଦରଗଡ଼: ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୁଲିସ। ଉପ ଜିଲ୍ଲାପାଳ, ଅତିରିକ୍ତ ଏସ ପି ଏବଂ ଏସ ଡି ପି ଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ପୁଲିସ … Read More

ଭାରତକୁ ଚୀନ ଦେଲା ଝଟ୍‌କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !

ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ … Read More

ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ : ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଦୁଷ୍କର୍ମକାରୀକୁ ୧୦ ବର୍ଷ … Read More

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦ ହରାଇଲେ ବିଧାୟକ

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦବୀ ହରାଇଛନ୍ତି ବିଧାୟକ ଆବ୍ବାସ ଅନସାରୀ। ଉତ୍ତରପ୍ରଦେଶର ମାଉ ବିଧାୟକ ଅବ୍ବାସ ହେଉଛନ୍ତି ପୂର୍ବତନ ବିଧାୟକ ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପୁଅ। ଅବ୍ବାସ ସୁହେଲଦେବ ଭାରତୀୟ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇ ମାଉ ବିଧାନସଭା ଆସନରୁ … Read More

୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ, ୭ ମାଉଜର ଓ ୬ ମାଗାଜିନ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଓ ଗୋଷାଣି ନୂଆଗାଁ ପୋଲିସର ଚଢ଼ାଉ । ୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ । ସେମାନଙ୍କ ନିକଟରୁ ୭ମାଉଜର, ୬ ମାଗାଜିନ, ୩୪ ଗୁଳି, ନଗଦ ୧ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଛି । ବଡ଼ଧରଣର … Read More

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା  ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ  ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ  (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ  ଉଡ଼ିବ । ଦୁବାଇ, … Read More

ଗତ ୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ ‌ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚି ଯାଇଛି। ୨୪ଘଣ୍ଟା … Read More