ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ଲକ୍ଷ୍ମୀପୁର : ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା ।  ୩ଜଣ ସମ୍ପର୍କରେ … Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ … Read More

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । … Read More

ଆହୁରି ଥରିବ ପାକିସ୍ତାନ, ମୋଦୀ ସରକାର ବଢାଇବେ ପ୍ରତିରକ୍ଷା ବଜେଟ୍‍

ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ । ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ମୋଦୀ ସରକାର ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ … Read More

ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍, ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର:  ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍ ।  ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦୁଝର ଜିଲ୍ଲା ଗୋପାଳପୁର ମୌଜାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା  ରାଜା ଚକ୍ରର ଫାର୍ମ ହାଉସ୍ ଉପରେ ଚଢ଼ାଉ … Read More

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ଆଉ … Read More

୪୮ ଘଣ୍ଟାରେ ନିପାତ ହୋଇଛନ୍ତି ୬ ଆତଙ୍କୀ; ସେନା

ଜାମ୍ମୁ-କାଶ୍ମୀରରେ ବିଗତ ୪୮ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନା ୨ଟି ଆତଙ୍କବାଦୀ ବିରୋଧୀ ଅଭିଯାନକୁ ସଫଳତାର ସହ ଶେଷ କରିବା ସହିତ ୬ ଆତଙ୍କୀଙ୍କୁ ନିପାତ କରିଥିବା ସେନା ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ … Read More

ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ, ଅନ୍ୟ ୪ ଯବାନ ଗୁରୁତର

ରାଉରକେଲା: ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ। ରାଉରକେଲାରେ CRPF-୨୬ ବାଟାଲିଅନ ଅଧିକାରୀ ଏମ ପ୍ରବୋ ସିଂଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଯବାନ ଗୁରୁତର ହୋଇଛନ୍ତି । ନକ୍ସଲ ଦମନ ପାଇଁ କମ୍ବିଂ ଅପରେସନ ବେଳେ ବଜ୍ରପାତ ହୋଇଥିଲା । … Read More

ଭାରତକୁ ସମର୍ଥନ କଲା ତାଲିବାନ

ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି … Read More

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା … Read More