ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଉଦ୍‌ଯାପିତ

ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ଅହିଂସା ଦର୍ଶନ ଆଜିର ହିଂସା, ଆତଙ୍କବାଦ, ସାମ୍ପ୍ରଦାୟିକତା ଓ ଯୁଦ୍ଧଗ୍ରସ୍ତ ବିଶ୍ୱ ପାଇଁ ଅଧିକ ଜରୁରି, ଶାନ୍ତି ଆମର କାମ୍ୟ ଅହିଂସା ଆମର ଧର୍ମ ବୋଲି ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ … Read More

ଖରସ୍ରୋତା ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର

ଯାଜପୁର : ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି … Read More

ଲଭ୍,ସେକ୍ସ ଧୋକା: ରିସେପ୍ସନ ଷ୍ଟେଜରୁ ବରଙ୍କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ବର: ଲଭ୍,ସେକ୍ସ ଧୋକା ଅଭିଯୋଗରେ ଧଉଳି ପୁଲିସ ବିବାହ ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଛି। ବିବାହ ରିସେପ୍ସନରେ ଜଣେ ଯୁବତୀ ନାଟକୀୟ ଭାବରେ ପହଞ୍ଚି ଦାବି କରିଥିଲେ ଯେ, ବର ତାଙ୍କର ପୂର୍ବତନ ପ୍ରେମିକ। ସେ ତାଙ୍କ ପ୍ରତି ବିଶ୍ୱାସଘାତକତା … Read More

ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ପୁଲିସ ଦ୍ବାରା ଜବତ

ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱାକୁ ଜବତ କରିଛି ପୁଲିସ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍‌ ଜବତ କରିଛି। ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା … Read More

ସାନ୍ତାଳୀ ଭାଷାର ବିକାଶ ପାଇଁ ବ‌ର୍ଷ ସାରା କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଡିହାରେ ଅଲଚିକି ଲିପିର ଶତବାର୍ଷିକୀ ଏବଂ ଏହାର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଓଡ଼ିଶା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ମୋହନ … Read More

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ : ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି … Read More

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ … Read More

ଓଡ଼ିଶାରେ ମୋହନ ଭଗୱତ, ଆରଏସଏସ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସରସଂଘଚାଳକ ମୋହନ ଭାଗୱତ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧା କଟକ ଯାଇଥିଲେ। କଟକରେ … Read More

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ

କଟକ: ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଶପଥ ନେଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ … Read More

ମୋତେ ଯେତେଶୀଘ୍ର ପାରୁଛନ୍ତି ସୀମାକୁ ପଠାଇ ଦିଅନ୍ତୁ: ମୁଖ୍ୟ କନଷ୍ଟେବଳ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୁଲିସ ହେଡ୍ କନଷ୍ଟେବଳ ଚମନ ସିଂହ ପାକିସ୍ତାନ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସର ହେଡ କନଷ୍ଟେବଳ … Read More