ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଶୁଭମଙ୍କ ସ୍ତ୍ରୀଙ୍କୁ ଭେଟିଲେ ମୋଦୀ

କାନପୁର: ଉତ୍ତରପ୍ରଦେଶର କାନପୁରର ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ନିକଟରେ ପରିବାର ସହ ଜମ୍ମୁ-କାଶ୍ମୀର ପହଲଗାମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀଙ୍କ ପ୍ରଥମ … Read More

ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ, ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୁଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ … Read More

ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ

ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ ସେମାନେ … Read More

୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଉପନିର୍ଦ୍ଦେଶକ

ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଗତକାଲି ଗିରଫ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଆଜି ଗିରଫ ହୋଇଛନ୍ତି। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ୨୦୧୩ ବ୍ୟାଚ୍‌ର … Read More

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି

ନୂଆଦିଲ୍ଲୀ : ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ଟି ସିଟିଂରେ ପରୀକ୍ଷା କରିବାକୁ … Read More

ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ

ପୁରୀ:ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଆଜି ପୁରୀରେ ୨ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ କରିଛି । ଏହି ଦୁଇଦିନିଆ … Read More

ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବଇ: ଏକ ଗମ୍ଭୀର ଆର୍ଥିକ ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ଅଭିନେତା ଅରଶଦ ଓ୍ବାରସି। ଷ୍ଟକ୍ ବଜାରରେ ହେରଫେର ଅଭିଯୋଗରେ ଅରଶଦ ଓ୍ବାରସି, ତାଙ୍କ ପତ୍ନୀ ମାରିଆ ଗୋରେଟ୍ଟୀ ଏବଂ ଅନ୍ୟ ୫୭ ଜଣଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି … Read More

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଆରମ୍ଭ କରିଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ … Read More

ଅପରେସନ ସିନ୍ଦୂରରେ ପୁଞ୍ଚରେ ପ୍ରାଣ ହରାଇଥିବା ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ ଅମିତ ଶାହ

ଜମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ଗୁଳିବର୍ଷାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ … Read More

ଖୁଵଶୀଘ୍ର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ :ମନ୍ତ୍ରୀ

ଭୁବନେଶ୍ୱର : ଖୁଵଶୀଘ୍ର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ। ଏନେଇ ଅନୁଧ୍ୟାନ କରୁଛନ୍ତି ସରକାର। ଖୁଵଶୀଘ୍ର ନିଆଯିବ ନିଷ୍ପତ୍ତି। ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ନିକଟରେ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ 11.25 ପ୍ରତିଶତ ସଂରକ୍ଷଣ … Read More