ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ନକ୍ସଲ ଗିରଫ
ମାଲକାନଗିରି: ଛତିଶଗଡ ଏବଂ ତେଲେଙ୍ଗାନା ସୀମନ୍ତ କାରେଗଟ୍ଟା ଜଂଗଲରେ ଲଗାତାର ସର୍ଚ୍ଚ ଅପରସେନ ଜାରି ରହିଥିବା ବେଳେ ପୁଲିସକୁ ମିଳିଛ ଏକ ବଡ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୁଲିସକୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ … Read More
ମାଲକାନଗିରି: ଛତିଶଗଡ ଏବଂ ତେଲେଙ୍ଗାନା ସୀମନ୍ତ କାରେଗଟ୍ଟା ଜଂଗଲରେ ଲଗାତାର ସର୍ଚ୍ଚ ଅପରସେନ ଜାରି ରହିଥିବା ବେଳେ ପୁଲିସକୁ ମିଳିଛ ଏକ ବଡ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୁଲିସକୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ … Read More
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ ସେ ଥିଲେ କିନ୍ତୁ ଏହାର କ୍ରେିଡିଟ୍ ତାଙ୍କୁ ମିଳିଲା ନାହିଁ । ଦୁଇ … Read More
ପୁରୀ : ତିନି ରଥର ୪୨ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୬ଟି ଚକ ନିର୍ମାଣ ଶେଷ ହୋଇଛି। ତୁମ୍ବଗୁଡ଼ିକରେ ଅର ଏବଂ ପହି ସଂଯୋଗ କରାଯାଉଛି। ମହାରଣା ସେବକମାନେ ତିନି ରଥ ପାଇଁ ୨୧ଟି ଅଖ ପ୍ରସ୍ତୁତ କରୁଛନ୍ତି। ପ୍ରଭୁ … Read More
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ କରାଯାଇଛି। ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରି କୁହାଯାଇଛି ଯେ ମହାପ୍ରଭୁଙ୍କ … Read More
ଭୁବନେଶ୍ୱର: ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଆଉ ୪ଟି ପ୍ରକଳ୍ପର ଉଦଘାଟନ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧.୧୪ ଲକ୍ଷ … Read More
କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଓଓ୍ବେସୀ କହିଛନ୍ତି, ପହଲଗାଓଁ ଆକ୍ରମଣ … Read More
କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ବିସ୍କୁଟ କମ୍ପାନିର ମାଲିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ … Read More
ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ … Read More
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ କେନ୍ଦ୍ର ସରକାର ସମସ୍ତ ପ୍ରମୁଖ ସହଭାଗୀ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ। ଏହି ପ୍ରତିନିଧି ଦଳରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ରହିବେ। ଏହି ଦଳକୁ ଭାରତର ଆନୁଷ୍ଠାନିକ ଆଭିମୁଖ୍ୟ … Read More
ଭୁବନେଶ୍ୱର: ରାଜ୍ୟର ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣାକୁ ବିଜେଡି ଧୋକା ଓ ପ୍ରବଞ୍ଚନା ବୋଲି କହିଛି। ଏସ୍ଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ … Read More