ସୀମାରେ ପାକିସ୍ତାନର ଯୁଦ୍ଧ ବିରାମ ଉଲ୍ଲଙ୍ଘନ, ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ଡ୍ରୋନ ମାଡ଼ ସହ ଗୁଳିବର୍ଷଣ
ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ … Read More