ଦୁର୍ଘଟଣାସ୍ଥଳର ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ସୈଦୁଲାଜବ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ରାତିରୁ ଉଦ୍ଧାରକାରୀ ଦଳ ନିରନ୍ତର ଭାବେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ … Read More

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ,ବିଜେପି କହିଲା ଡ୍ରାମା

କଲକାତା:ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଆକ୍ରମଣ ଘଟଣାରେ ଜୋରଦାର ହୋଇଛି ରାଜନୀତି।ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ … Read More

ଏପ୍ରିଲ୍‌ରେ ୧.୩୮ କୋଟି ଯାତ୍ରୀ ବିମାନରେ ଯାତ୍ରା

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ କମ୍‌ ସଂଖ୍ୟକ ଲୋକ ବିମାନରେ ଯାତ୍ରା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ୧.୩୮ କୋଟି ଯାତ୍ରୀ ବିମାନରେ ଯାତ୍ରା କରିଥି‌ଲେ। ଏହି ସଂଖ୍ୟା ଗତବର୍ଷର ୧.୪୩ କୋଟି … Read More

ଟିଏମ୍‌ସିରେ ନିରବ ବିଦ୍ରୋହ; ବୈଠକକୁ ଆସିଲେନି ୬୦ ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି)ର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଜଟିଳ ରୂପ ନେଇଛି। ଦଳରେ ଲାଗି ରହିଥିବା ବଡ଼ ଧରଣର ସାଂଗଠନିକ ସଙ୍କଟ ଏବେ ସାମନାକୁ ଆସିଛି। ଦଳର ଦୁଇ ଶୀର୍ଷ ନେତା ଅଭିଷେକ ବାନାର୍ଜୀ … Read More

ବ୍ୟବସାୟିକ ଯୌନ ଶୋଷଣର ଶିକାର ବ୍ୟକ୍ତି ନାବାଳିକା ହେଲେ ପୋକ୍ସୋ ଆଇନ ଲାଗୁ ହେବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଏବଂ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ (ଆଇଟିପିଏ) ବ୍ୟତୀତ ନାବାଳିକାଙ୍କ ବ୍ୟବସାୟିକ ଯୌନ ଶୋଷଣ (ସିଏସ୍ଇ) ସହ ଜଡିତ ଚାଲାଣକାରୀଙ୍କ ବିରୋଧରେ କଠୋର ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମ୍‌କୋର୍ଟ … Read More

ସୁରକ୍ଷାରେ ତ୍ରୁଟି ଥିବା ମାନିଲା ସିବିଏସ୍ଇ

ନୂଆଦିଲ୍ଲୀ: ଅନ୍‌ସ୍କ୍ରିନ ମାର୍କିଂ (ଓଏସ୍ଏମ୍)କୁ ନେଇ ବିବାଦ ଚାଲିଥିବାବେଳେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶେଷରେ ନିରବତା ଭାଙ୍ଗିଛି। ଏକ୍‌ରେ ଏକ ବୟାନରେ ବୋର୍ଡ କହିଛି ଯେ, ଦୁଇଥର ହ୍ୟାକ୍ ହେବା ପରେ ସେମାନେ ଏହାର ସେବା ପ୍ରଦାନକାରୀଙ୍କ ଓଏସ୍ଏମ୍ … Read More

ପଞ୍ଜାବ ପୌର ନିର୍ବାଚନରେ ବିପର୍ଯ୍ୟୟ ପାଇଁ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦାୟୀ

ଚଣ୍ଡୀଗଡ଼: ପଞ୍ଜାବର ପୌର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଏହାର କ୍ରମାଗତ ଗୋଷ୍ଠୀକନ୍ଦଳକୁ ସାମ୍ନାକୁ ଆଣିଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏକାଧିକ ବରିଷ୍ଠ ନେତା ପ୍ରମୁଖ ସାଂଗଠନିକ ଓ ବିଧାନସଭା ଭୂମିକା ପାଇଁ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରିଛନ୍ତି। … Read More

ଫାର୍ମହାଉସ୍‌ରେ ହାତୀକୁ ମାରି ପୋତିଦେଲେ!

ହିନ୍ଦୋଳ : ଏକ ହାତୀକୁ ମାରି ଫାର୍ମ ହାଉସ୍‌ରେ ପୋତି ଦିଆଯାଇଥିବା ନେଇ ଅଭିଯୋଗ ମିଳିବା ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବନବିଭାଗର ସ୍ବତନ୍ତ୍ର ଟିମ୍‌ ଢେଙ୍କାନାଳଜିଲ୍ଲା ହିନ୍ଦୋଳ ସହରରେ ଥିବା ଏହି ଫାର୍ମ ହାଉସ୍‌କୁ ଯାଇ … Read More

ସ୍ତ୍ରୀକୁ ମାରି ବସ୍ତାରେ ଭର୍ତ୍ତି କରି ନଦୀ କୂଳରେ ପୋତିଦେଲା ଜହ୍ଲାଦ ସ୍ବାମୀ

ଚୌଦ୍ବାର ୩୧।୫: ପ୍ରେମ କରି ବିବାହ କରିଥିଲେ କିନ୍ତୁ ପ୍ରେମ ବେଶୀ ଦିନ ତିଷ୍ଠି ରହିଲାନି । ଶେଷରେ ତଣ୍ଟିଚିପି ମାରି ପୋତିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗ୍ରାମରେ । … Read More

ଏକତରଫା ପ୍ରେମରୁ ହିଡେନ୍ କ୍ୟାମେରା

ଜଗତସିଂହପୁର: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍‌ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍‌ପି ଅଙ୍କିତ ବର୍ମା । ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ … Read More