ଇବୋଲା ପ୍ରକୋପ: ୨୦ ଦିନରେ ୨୦୦ ରୁ ଅଧିକ ମୃତ

ନୂଆଦିଲ୍ଲୀ : ଡରାଇଲାଣି ଇବୋଲା ଭାଇରସ। ଆଫ୍ରିକା ମହାଦେଶରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋ (ଡିଆରସି) ଏବଂ ଉଗାଣ୍ଡାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ଭାରତ ସରକାର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ପାଇଁ ଏକ … Read More

ଧର୍ମେନ୍ଦ୍ରଙ୍କୁ ମିଳିଲା ମରଣୋତ୍ତର ପଦ୍ମ ବିଭୂଷଣ, ଗ୍ରହଣ କଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ୨୦୨୬ ମସିହାରେ ସ୍ୱର୍ଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ … Read More

ଅମ୍ବେନାଲୀ ଘାଟିରେ ଖାଇକୁ ଖସିଲା ସ୍କର୍ପିଓ, ୮ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବଳେଶ୍ବର ଏବଂ ପୋଲାଦପୁର ମଧ୍ୟରେ ଥିବା ଅମ୍ବେନାଲୀ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା । କୋଙ୍କଣ ବୁଲି ଫେରୁଥିବା ଏକ ପର୍ଯ୍ୟଟକ ଭର୍ତ୍ତି ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡିଥିଲା । ଏହି … Read More

ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଲେ ୩୦୦ରୁ ଅଧିକ ପର୍ଯ୍ୟଟକ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଲୋକପ୍ରିୟ ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଛନ୍ତି ଅନେକ ପର୍ଯ୍ୟଟକ । ପାଖାପାଖି ୩୦୦ ଲୋକ ରୋପୱେ କ୍ୟାବିନରେ ଫସିଥିବା ଆଶଙ୍କା କରାଯାଉଛି । ରୋପୱେ କ୍ୟାବିନରେ ହଠାତ୍ ରହିଯିବା ଯୋଗୁଁ … Read More

ବକ୍ରି ଇଦ୍ ପାଇଁ CUET-UG ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ … Read More

ମୁମ୍ବାଇ ଧୁଲେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ମହାରାଷ୍ଟ୍ର : ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ୩ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ପ୍ରାଇଭେଟ ବସ୍ ଏହି … Read More

ଟିଭିକେରେ ଯୋଗ ଦେଲେ ଏଆଇଏଡିଏମ୍‌କେର ୩ ବିଧାୟକ

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏଆଇଏଡିଏମ୍‌କେକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଛି। ଏଆଇଏଡିଏମ୍‌କେର ସିଭି ଷଣ୍ମୁଗମ୍ ଓ ଏସ୍‌ପି ଭେଲୁମଣି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ଆସ୍ଥା ଭୋଟରେ ସମର୍ଥନ ଦେବା ପରେ ଏବେ ସେମାନଙ୍କ … Read More

ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲେ ମଲ୍ଲିକାର୍ଜୁନ-ରାହୁଲ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, … Read More

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା ।  ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ … Read More

SIR ପ୍ରକ୍ରିୟାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର

ଭୁବନେଶ୍ୱର :  ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ‘ବିଶେଷ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (BJD) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ପ୍ରଦାନ କରାଯାଇଛି। ଦଳର ବରିଷ୍ଠ ନେତା … Read More