ତାଲିକାରୁ ବାଦ୍ ପଡ଼ିଲା ୯.୮୦ ଲକ୍ଷ ଭୋଟରଙ୍କ ନାମ, ସୂଚନା ଦେଲେ CEO

ଭୁବନେଶ୍ବର: ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ବଡ଼ ସୂଚନା  ।  ୯ ଲକ୍ଷ ୮୦ ହଜାର ନାମ ବାଦ୍ ।  ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ … Read More

ପ୍ରତିରକ୍ଷା, ଗ୍ୟାସ ଓ ତୈଳ ଭଣ୍ଡାର କ୍ଷେତ୍ରରେ ଭାରତ-ୟୁଏଇ ରାଜିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍‌ପିଜି ଯୋଗାଣ ଓ ରଣନୈତିକ … Read More

ଏଣିକି ଓଏମ୍ଆର ସିଟ୍ ବଦଳରେ ଅନଲାଇନ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି … Read More

ଆରଜି କର ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ଆକ୍ସନ : ୩ ପୁଲିସ ନିଲମ୍ବିତ

କୋଲକତା: ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ସହ ୩ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି … Read More

କପା ଉପରେ ୧୧ % ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏକ ଅପିଲ୍ କରିଛନ୍ତି । କପା ଉପରେ ୧୧ ପ୍ରତିଶତ ଆମଦାନୀ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କପା ସାମଗ୍ରୀର ବୃଦ୍ଧି … Read More

ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ, ୫ଟି ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସହ ମଜବୁତ ହେବ ସଂପର୍କ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬ ଦିନିଆ ବିଦେଶ ଗସ୍ତରେ ରହିଛନ୍ତି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଥମେ … Read More

ଜୁନ ୨୧ରେ NEET-UG ୨୦୨୬ ପରୀକ୍ଷା

ନୂଆଦିଲ୍ଲୀ : NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ, NEET (UG) 2026 ପୁନଃ … Read More

ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଯାତ୍ରୀଙ୍କ ଜୀବନ

ନ୍ୟୁ ମେକ୍ସିକୋ: ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟରେ ଏକ ଛୋଟ ମେଡିକାଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାଟି ରୁଇଡୋସୋ ଅଞ୍ଚଳ ବାହାରେ … Read More

ଜମି କେଳେଙ୍କାରୀ ମାମଲା: କୋଲକାତାର ପୂର୍ବତନ ଡିସିପି ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତାର ଗତି ପରିବର୍ତ୍ତନ ହେବା ସହିତ, ଯେଉଁମାନେ ପୂର୍ବରୁ ନିଜକୁ ଆଇନଠାରୁ ଉପରେ ଭାବୁଥିଲେ ସେମାନଙ୍କ ଉପରେ ଆଇନ କଠୋର କରିବାକୁ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ପୂର୍ବତନ କୋଲକାତା ପୋଲିସ ଡେପୁଟି … Read More

ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ, ୨ ବହୁତଳ ପ୍ରାସାଦ ଓ ୭ ଦାମୀ ପ୍ଲଟ ଠାବ

ଭଦ୍ରକ : ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ । ଭଦ୍ରକ କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । କୁବେର … Read More