ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜିବ ଆରୋରା ଗିରଫ: ସରକାରୀ ବାସଭବନରେ ରେଡ୍ ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ
ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ସଞ୍ଜୀବ ଆରୋରାଙ୍କ ସମ୍ପର୍କରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ଶନିବାର ସକାଳେ ଚଣ୍ଡିଗଡ଼ରେ ତାଙ୍କ ସରକାରୀ ବାସଭବନରେ … Read More
