ଆକ୍ସନ ମୋଡରେ ଶୁଭେନ୍ଦୁ ସରକାର, କ୍ୟାବିନେଟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କଲକତା:ଆକ୍ସନ ମୋଡରେ ଶୁଭେନ୍ଦୁ। ନବନିଯୁକ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରି ଛଅଟି ନିଷ୍ପତ୍ତି ନେଇଛନ୍ତି।ଏହି ବୈଠକରେ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଭିତରେ ଥିବା … Read More
