ସିୟୁଇଟି ୟୁଜି ପରୀକ୍ଷା ପରିଚାଳନାରେ ତ୍ରୁଟି: କ୍ଷମା ମାଗିଲା ଏନ୍‌ଟିଏ

ନୂଆଦିଲ୍ଲୀ : ଦେଶରେ ପୂର୍ବରୁ ମେଡିକାଲ ପରୀକ୍ଷା  ଏନ୍‌ଇଇଟିକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବିବାଦରେ ଫସି ରହିଛି। ଏହି ସମୟରେ, ୩୦ମେ’ ଶନିବାର ଆଉ ଏକ ଏନ୍‌ଟିଏ ପରୀକ୍ଷା ସିୟୁଇଟି ୟୁଜି … Read More

ସେନା ମୁଖ୍ୟଙ୍କ ଚେତାବନୀ, ଅପରେସନ ସିନ୍ଦୂର ୨.୦ ପାଇଁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ : ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପୁଣି ଶତ୍ରୁ ଦେଶକୁ ଚେତାବନୀ ଦେଇଛନ୍ତି । ଏନଡିଏର ୧୫୦ ପାସିଂଆଉଟ ପରେଡରେ ଆର୍ମି ଚିଫ କହିଛନ୍ତି, ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି । ଏବେ କେବଳ ସଂଘର୍ଷ ବିରାମ … Read More

ପାକିସ୍ତାନରୁ ଫେରୁଥିବା ଶରଣାର୍ଥୀଙ୍କ ଟ୍ରକ ଓଲଟି, ୧୮ ମୃତ, ୩୫ ଆହତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଟ୍ରକ ଓଲଟିବା ଯୋଗୁଁ ଶରଣାର୍ଥୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପାକିସ୍ତାନରୁ ଫେରୁଥିଲେ । ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସପିଟାଲରେ … Read More

ଆତଙ୍କୀ ଷଡଯନ୍ତ୍ର ପଣ୍ଡ, ଧରାପଡ଼ିଲେ ଆଇଏସଆଇ ୯ ସନ୍ଦିଗ୍ଧ ଏଜେଣ୍ଟ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏବଂ ମୁମ୍ବାଇ … Read More

ପେଟ୍ରୋଲ ଓ ଡିଜେଲ ପରେ ୧୦ ପ୍ରତିଶତ ମହଙ୍ଗା ହେଲା ବିଦ୍ୟୁତ୍

ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି … Read More

ଓଲଟିଲା ଟ୍ରାକ୍ଟର , ୬ ମୃତ, ୪୦ରୁ ଅଧିକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଟ୍ରାକ୍ଟର ଟ୍ରଲି ଓଲଟିବା କାରଣରୁ ଏହି ଅଘଟଣ ଘଟିଛି । ଟ୍ରାକ୍ଟରର ମୋଟ୍ ୫୦ ଜଣ … Read More

ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର

କର୍ଣ୍ଣାଟକ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା … Read More

ତାଣ୍ଡବ ରଚିଲା ଝଡ଼,ତୋଫାନ; ୟୁପିରେ ୩୧, ବିହାରରେ ୧୭ ମୃତ

ଲଖନଉ : ପୁଣି ତାଣ୍ଡବ ରଚିଲା ଝଡ, ବର୍ଷା। ଗତକାଲି ଦେଶର ବିଭିନ୍ନ ରାଜ୍ୟରେ ଝଡ଼ ଏବଂ ବର୍ଷା ତାଣ୍ଡବ ସୃଷ୍ଟି କରିଥିଲା। ମାନବ କ୍ଷତି ସହିତ, ବ୍ୟାପକ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ ବିହାରରେ ଖରାପ … Read More

ଛୁରୀ ଭୁଷି ଯୁବକଙ୍କୁ ହତ୍ୟା

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ମଦଭାଟି ପଡ଼ାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଯୁବକ ଜଣକ ସତୀଶ ଶବରୱାଲଙ୍କ ପୁଅ ଜିତେନ ମାଝୀ(୩୫) ବୋଲି ଜଣାପଡିଛି। ସେ ଟିଟିଲାଗଡ଼ ଠାରେ ପୁଲିସର ୧୧୨ ଗାଡିରେ … Read More

ମହିଳା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇ ଚାକିରିରୁ ବିଦା ହେଲେ ସରକାରୀ ବାବୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଥମ ମହଲାରେ ଥିବା ମହିଳା ଶୌଚାଳୟ ଭିତରେ ସ୍ପାଏ କ୍ୟାମେରା ଲଗା ଯାଇଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଘଟଣାରେ ସଞ୍ଜୟ ଅଧେକା ନାମକ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଛି … Read More