ଉତ୍ତରପ୍ରଦେଶ ବାନ୍ଦା ବିଶ୍ବର ସବୁଠୁ ଉତ୍ତପ୍ତ, ତାପମାତ୍ରା ୪୭ ଡିଗ୍ରି ଉପରେ
ଉତ୍ତରପ୍ରଦେଶ: ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ … Read More
