ବିଜେପିରୁ ଟି.ରାଜା ସିଂହଙ୍କ ଇସ୍ତଫା

ହାଇଦ୍ରାବାଦ : ତେଲେଙ୍ଗାନାର କଠୋରପନ୍ଥୀ ନେତା ଏବଂ ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେଲେଙ୍ଗାନା ବିଜେପି ନେତୃତ୍ୱ ସହିତ ତାଙ୍କର ଗତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି … Read More

ଯୁଗ୍ମ ନିର୍ଦେଶକଙ୍କ ଘରେ ଚଢ଼ାଉ, ୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୟାନିଧିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ୬୩ ଏକର ଜମି, … Read More

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼, ଦୁର୍ବୃତ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ମାଡ଼  ।  ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା … Read More

ମଣିପୁର: ଚୁରାଚାନ୍ଦପୁରରେ ୪ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ ୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ … Read More

ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍‌ ଲାପ୍ସ ଯିବନି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସରକାର ୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ ରବି ଧାନ କିଣି ସାରିଲେଣି … Read More

ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍

ନୂଆଦିଲ୍ଲୀ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ । ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍।  ଶତ୍ରୁ ଦେଶରର ଗତିବିଧି ଉପରେ ରଖିବ ନଜର। ଅପରେସନ୍ ସିନ୍ଦୁର ସମୟରେ ଭାରତର ଇଲେକ୍ଟ୍ରୋନିକ୍ ଯୁଦ୍ଧ ସରଞ୍ଜାମ, ସିଗ୍ନାଲ ଜାମିଂ ଏବଂ ରାଡାର ଟେକ୍ନୋଲୋଜି ଦେଖିଥିଲା ସାରା … Read More

ନକଲି ସସ୍ କାରଖାନା ଠାବ, ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍‌ ଲଗାଇ ହେଉଥିଲା ବିକ୍ରି

ବ୍ରହ୍ମପୁର : ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢାଉ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ … Read More

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ । ବାଲିଗୁଡା ଥାନା ଗୁମିକିଆ ପଂଚାୟତର ଇନ୍ଦ୍ରିସୁଗା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ … Read More

ଓମାନ ଯାଉଥିବା ଜାହାଜରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ସହାୟତା କଲା ଭାରତୀୟ ନୌସେନା

କାଣ୍ଡଲା ୩୦।୬: ଗୁଜରାଟର କାଣ୍ଡଲା ବନ୍ଦରରୁ ଓମାନର ସିନାସ ଯାଉଥିବା ଏମଟି ୟି ଚେଙ୍ଗ-୬ ଜାହାଜରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଓମାନ ଉପସାଗରରେ ହୋଇଛି। ଜାହାଜ ଇଞ୍ଜିନ ରୁମରେ ନିଆଁ ଲାଗିଯିବା ଯୋଗୁ ସାରା ଜାହାଜରେ ବିଦ୍ୟତ ଯୋଗାଣ ବାଧିତ ହୋଇଛି। … Read More

ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା: ଆଜି ଇ-କେୱାଇସି ଯାଞ୍ଚ କରିବାର ଶେଷ ତାରିଖ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ। ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ। ୩ ମାସ ଭିତରେ e-KYC କଲେ କାର୍ଡ … Read More