ପୁଣି ଫେରିବ ମୌସୁମୀ ବର୍ଷା, ଜୁନ ୨୦ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଏଥର ରଜ ଫିକା ପଡ଼ିବ ! ପାଗ ବଦଳିଥିବାରୁ ମୌସୁମୀ ବର୍ଷାରେ ଓଡ଼ିଶା ଭିଜିବ। ଆସନ୍ତା ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା। ଉତ୍ତର-ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି, … Read More

ଇରାନ ସେନା ମୁଖ୍ୟ, କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ: ଭୟଙ୍କର ପରିଣାମ ଭୋଗିବାକୁ ଇସ୍ରାଏଲକୁ ଖାମନେଇଙ୍କ ଚେତାବନୀ

ତେହେରାନ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ବଡ଼ କ୍ଷତି ଘଟିଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏଥିରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ ହୋସେନ ସଲାମିଙ୍କ … Read More

ବାଇକ୍‌ ଆରୋହୀ ତିନି ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ଶୁଅକାଟି ଫାଣ୍ତି ଅନ୍ତର୍ଗତ ଠାକୁରଡିହି ବୁଲାଣି ଛକ ନିକଟରେ ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ … Read More

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ  : ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ … Read More

ଗୁଳି-ବନ୍ଧୁକ କାରବାର ବେଳେ ଚଢ଼ଉ: ଜଣେ ଓଡ଼ିଆ ସମେତ ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବୁଲୁଛି ସ୍ବୟଂଚାଳିତ ପିସ୍ତଲ, ରିଭଲଭର। ବାହାର ରାଜ୍ୟରୁ ମାରଣାସ୍ତ୍ର ଆଣି ଭୁବନେଶ୍ୱରରେ ଚୋରି, ଡକାୟତି, ରାହଜାନୀ, ଲୁଟ ଭଳି ଅପରାଧ ଏବଂ ହିଂସା ସୃଷ୍ଟି କରିବାକୁ ଚାଲିଛି ଯୋଜନା। ତେବେ ଅପରାଧ ପାଇଁ ବ୍ୟବହାର ହେବାକୁ ଥିବା ଏକ … Read More

୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ … Read More

ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍

ପୁରୀ : ପୁରୀ ରେଳ ଷ୍ଟେସନର ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ … Read More

ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା – ନାରୀଙ୍କୁ ସମ୍ମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ … Read More

ଯାଜପୁରରେ ବ୍ୟାପୁଛି ଡାଇରିଆ: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁ ନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ସମସ୍ତ … Read More

୩୬ ଘଣ୍ଟା ପରେ ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭଦ୍ରକ: ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ପରେ ଇଣ୍ଟରନେଟ ସେବା ପୁଣି ଥରେ ପୂର୍ବଭଳି … Read More