ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ପୂର୍ବରୁ ୪ ଗିରଫ
ଭୁବନେଶ୍ବର ୧।୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ … Read More
