ଏମସ୍ ଭୁବନେଶ୍ୱରକୁ ମିଳିବ ସିକଲ୍ ସେଲ୍ ରୋଗ ପରିଚାଳନା ଉତ୍କର୍ଷ କେନ୍ଦ୍ର ମାନ୍ୟତା

ଭୁବନେଶ୍ୱର : ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗର ଅତ୍ୟାଧୁନିକ ଚିକିତ୍ସା ଏବଂ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ଉତ୍କର୍ଷତା କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ୍‌) ମାନ୍ୟତା ପ୍ରଦାନ କରାଯିବ। ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ସିକଲ୍ … Read More

ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି, ୨ ଦିନରେ ୮ ରୋଗୀ ମେଡିକାଲରେ ଭର୍ତ୍ତି

ଆରଡି : ରାଜ୍ଯରେ ଦେଖା ଦେଇଥିବା ଝାଡାବାନ୍ତି ତଥା ଡାଇରିଆ ଏବେ ଜିଲାରୁ ଜିଲା ବ୍ଯାପିବାରେ ଲାଗିଛି। ପ୍ରଥମେ ଯାଜପୁର ଓ ପରେ ପଡୋଶୀ ଜିଲା ଭଦ୍ରକକୁ ବ୍ଯାପିଥିଲା। ଗତ କିଛିଦିନ ହେବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଓ ଧାମନଗର ପରେ … Read More

ନୂଆ ଆଶା: ପୁନରୁଦ୍ଧାର ହେବ ବିଜୟାନନ୍ଦ ସମବାୟ ଚିନିକଳ

ବଲାଙ୍ଗୀର : ସ୍ଥାନୀୟ ଦେଓଗାଁ ବ୍ଲକ ସାଗରପାଲି କଲୋନି ନିକଟରେ ଥିବା ବଲାଙ୍ଗୀର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୨ ବର୍ଷ ହେଲା ବନ୍ଦ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚିନିକଳର ପୁନରୁଦ୍ଧାର ପାଇଁ … Read More

ଯୁବକଙ୍କୁ ହାତ-ଗୋଡ଼ରେ ବେଡ଼ି ପକାଇବା ମାମଲା: ଭୋଗରାଇ ଆଇଆଇସି ନିଲମ୍ବିତ

ଭୋଗରାଇ: ଜଣେ ଯୁବକଙ୍କ ବିରୋଧରେ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ନେବା ମାମଲାରେ ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିନା ମାମଲାରେ ଯୁବକଙ୍କୁ ଦୁଇ ଦିନ ଯାଏଁ ହାତ-ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଆଇଆଇସି … Read More

କେଉଁସବୁ ଦେଶର ଆକାଶପଥ ହୋଇ ଯାଉଛି କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ଗତ ୭ ଦିନ ଧରି, ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛନ୍ତି ଏବଂ ଏବେ ହାଇପରସୋନିକ୍ କ୍ଷେପଣାସ୍ତ୍ର … Read More

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାହୁଲ ଗାନ୍ଧୀ ଗୁରୁବାର ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ସାରା ଦେଶର କଂଗ୍ରେସ … Read More

ଆସିଲା ଏଚଆଇଭି ପ୍ରତିଷେଧକ ଟୀକା

ନ୍ୟୁୟର୍କ: ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ … Read More

ଦୁର୍ବଳ ହୋଇଯାଇଛି ଇସ୍ରାଏଲ୍ : ଖେମିନି

ତେହେରାନ: ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ପ୍ରତିଦିନ ଭୟଙ୍କର ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଇରାନ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ବୟାନ ଏବଂ ତା’ପରେ ରୁଷ-ଚୀନର ପ୍ରତିକ୍ରିୟା ଏହି ଅଞ୍ଚଳରେ ଚାଲିଥିବା ଯୁଦ୍ଧ ପ୍ରତି ସମଗ୍ର ବିଶ୍ୱର … Read More

ଯେତେ ଲଢ଼ିବାର ଅଛି ଲଢ଼: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଗୁରୁବାର (୧୯ ଜୁନ) ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ ଏବଂ କାଶ୍ମୀରର ଥିଲେ। ଭାରତ ସରକାର ‘ଅପରେସନ୍ ସିନ୍ଧୁ’ ମାଧ୍ୟମରେ … Read More

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ … Read More