ଖାମେନିଙ୍କୁ ଇରାନରେ ହିଁ ଫାଶୀ ଦେବୁ : ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ସୋମବାର ଇସ୍ରାଏଲର ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ହତ୍ୟା ହେବ। … Read More

ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ସମୟ ରାତି ପ୍ରାୟ ୮.୩୦ ମିନିଟ୍ । କଲେଜ ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ ସହ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁରରେ ପହଞ୍ଚି ବେଳାଭୂମି ବୁଲୁଥିଲେ । ପରେ ବେଳାଭୂମି ପାନ୍ଥ ନିବାସର ପଛ ଭାଗରେ ଥିବା ଏକ ନିଛାଟିଆ … Read More

ତେହରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନର ସେନା ମୁଖ୍ୟ ଅଲ୍ଲୀ ଶାଦମାମୀ ନିହତ

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ଇରାନକୁ ପୁଣି ବଡ଼ ଝଟକା । ଇସ୍ରାଏଲ ଆକ୍ରମଣରେ ଇରାନର ନୂଆ ଆର୍ମି ଚିଫ୍ ନିହତ । ୱାର ଟାଇମ୍ ଚିମିଅଫ୍ ଷ୍ଟାଫ ଅଲ୍ଲୀ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା ଦାବି … Read More

ରାଜଧାନୀରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ … Read More

ଇରାନର ପ୍ରତିଶୋଧ!: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଇରାନୀ ସେନା ମୁଖ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯାହାର ଜବାବରେ ଇରାନ ଏବେ ଏକ ବଡ଼ ଦାବି କରିଛି ଏବଂ … Read More

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା … Read More

ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ … Read More

କ୍ରମାଗତ ଯାନ୍ତ୍ରିକ ବିଫଳତା ନେଇ ଅଡୁଆରେ ଏୟାର ଇଣ୍ଡିଆ ବିମାନ ସେବା

ବିମାନ ସେବା ଯୋଗାଇ ଦେଉଥିବା ଭାରତର ପ୍ରମୁଖ ବିମାନ ସେବା କମ୍ପାନୀ ମାତ୍ର କିଛି ଦିନ ମଧ୍ୟରେ ଅନେକ ଅନ୍ତର୍ଜାତୀୟ ବିମାନରେ ଯାନ୍ତ୍ରିକ ବିଫଳତା ଯୋଗୁ ଯାଞ୍ଚର ସମ୍ମୁଖୀନ ହେଉଛି। ଗତ ୧୨ ତାରିଖରେ ଏୟାର ଇଣ୍ଡିଆର ଏଆଇ୧୭୧ ବିମାନ ଦୁର୍ଘଟଣା … Read More

ଝାଡ଼ାବାନ୍ତି ଡ଼ର: ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଡରାଉଛି ଝାଡାବାନ୍ତି। ଦୃତ ଗତିରେ ଜିଲ୍ଲାକୁ ଜିଲ୍ଲା ମାଡି ଚାଲିଛି ଡାଇରିଆ। ଏନେଇ ଏବେ ଚିନ୍ତାରେ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏନେଇ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ ପ୍ରତିକ୍ରିୟା … Read More

ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ

ପୁରୀ :  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ  । ସାମଗ୍ରିକ ଭାବେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।  ତିନିରଥର ମହାରଣା ସେବକ ଏବଂ ଭୋଇ … Read More