JEE ଆଡଭାନ୍ସ ୨୦୨୫ ରେଜଲ୍ଟ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର

JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ରଜିତ ଗୁପ୍ତା ଚଳିତବର୍ଷ ଅଲ ଇଣ୍ଡିଆ ରାଙ୍କ … Read More

ବିଜେଡିରୁ ଢ଼େଙ୍କାନାଳର ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ବିତ

ଭୁବନେଶ୍ବର : ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ। ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବନ କରିଛନ୍ତି ବିଜେଡି … Read More

ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ

ସୁନ୍ଦରଗଡ଼ : ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ।  ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା ।  ଏହି ଘଟଣାରେ ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି ।  ଝାଡଖଣ୍ଡ ସରଣ୍ଡାରେ SOG, DVF, … Read More

କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁଲିସକୁ ମୋଟର ଯାନ ସମ୍ପର୍କିତ ସମସ୍ତ ଯାଞ୍ଚ କ୍ଷମତା ସହ ଜରିମାନା ଆଦାୟ କ୍ଷମତା ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପରିବହନ କମିସନର ଏକ ଚିଠି ଲେଖି … Read More

ସିକ୍କିମ ଭୂସ୍ଖଳନରେ ୩ ଯବାନ ସହିଦ, ୬ ଜଣ ନିଖୋଜ

ସିକ୍କିମ: ପ୍ରବଳ ବର୍ଷା ପରେ ସିକ୍କିମରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନରେ ଧସିଲା ଯବାନଙ୍କ କ୍ୟାମ୍ପ୍ । ଉତ୍ତର ସିକ୍କିମର ଛାଟେନ୍ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନରେ ଧସିଛି ଯବାନଙ୍କ କ୍ୟାମ୍ପ୍ । ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ … Read More

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି … Read More

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର  : ବଢିଲା +୩ ନାମଲେଖା ଆବେଦନ ଅବଧି ।  ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ ।  ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ ।  ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି … Read More

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୦୩ କରୋନା ମାମଲା ଚିହ୍ନଟ; ୪ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୮ଟାରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୩,୯୬୧ ରେ ପହଞ୍ଚିଛି। ଗତ ୨୪ … Read More

ଚଳିତ ମାସଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି, ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି

ଭୁବନେଶ୍ବର: ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ନୂତନ ଅବକାରୀ ନୀତିରେ ନୂଆ ଦୋକାନ ଖୋଲିବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ … Read More

ନନ୍ଦନକାନନରେ ଧଳାବାଘ ଛୁଆର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଛୁଆର ମୃତ୍ୟୁ ।  ମୃତ ବାଘ ଛୁଆ ଶରୀରରେ ମାର୍ଚ୍ଚରୁ ପଙ୍ଗୁ ହେବାର ଲକ୍ଷଣ ଦେଖାଯାଇଥିଲା ।  ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ ନିଆଯାଉଥିଲା … Read More