ମହାପ୍ରଭୁଙ୍କ ଦର୍ଶନ ସହ ସୁବ୍ୟବସ୍ଥିତ ଆୟୋଜନକୁ କଲେ ପ୍ରଶଂସା କଲେ ଧର୍ମେନ୍ଦ୍ର

ପୁରୀ: ପବିତ୍ର ରଥଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, … Read More

ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା ଆରମ୍ଭ କରାଯିବ। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଜୁଲାଇ ୨ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର … Read More

ଭକ୍ତଙ୍କ ଅଭୂତପୂର୍ବ ସମାଗମ ଓ ରଥ ମୋଡ଼ ଯୋଗୁଁ ବିଳମ୍ବ: ଆଇନ ମନ୍ତ୍ରୀ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଅହେତୁକ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିବାରୁ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି । ତିନି ଠାକୁର ଆଜି ରାତି ବଡ଼ଦାଣ୍ଡରେ ହିଁ ବିତାଇବେ । ତେବେ ରଥଟଣାରେ ହୋଇଥିବା ବିଳମ୍ବ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ … Read More

ଶରଧା ବାଲିରେ ଗଡିଲା ରଥ : ଭକ୍ତମେଳରେ ଆଜି ରହିବେ ମହାବାହୁ

ପୁରୀ: ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ହୁଳହୁଳି’ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଦିନରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକରେ ଅଟକିଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ … Read More

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ସୋର: ବାଲେଶ୍ବର ଜିଲ୍ଲା ସୋର ଅବକାରୀ ପକ୍ଷରୁ ଚଢ଼ଉ କରାଯାଇ ୧୨ ଲକ୍ଷର ବ୍ରାଉନସୁଗାର ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ଅନୁସାରେ ସୋର ପୌରାଞ୍ଚଳ ଚକବାରାପୁର ଗ୍ରାମର ଶେଖ ରାଜୀବ ଦୀର୍ଘଦିନ ଧରି ସୋରର … Read More

ବଡ଼ଦାଣ୍ଡରେ ନିଆରା ଦୃଶ୍ୟ: ମୁଖ୍ୟମନ୍ତ୍ରୀଙ୍କ ହାତରୁ ଟଙ୍କ ତୋରାଣି ପିଇଲେ ଶ୍ରଦ୍ଧାଳୁ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରୁଛନ୍ତି। ବଡ଼ଦାଣ୍ଡ ପାର୍ଶ୍ବରେ ଖୋଲାଯାଇଥିବା ଏକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ଟଙ୍କା ତୋରାଣି ବାଣ୍ଟୁଥିବା ବେଳେ ଶ୍ରଦ୍ଧାଳୁମାନେ ହର୍ଷୋଲ୍ଲାସର ସହିତ ଏହାକୁ … Read More

ନୂଆଦିଲ୍ଲୀରେ ରଥଯାତ୍ରା: ଛେରାପହଁରା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା ଦେଖାଯାଇଥିଲା। … Read More

ବିଜେଡି ସୁପ୍ରିମୋ ନବୀନଙ୍କ ଚିକିତ୍ସା ଜାରି; ହସ୍‌ପିଟାଲ ବେଡ୍‌ରୁ ଦେଖିଲେ ରଥଯାତ୍ରା

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ପବିତ୍ର … Read More

ଲିଭ୍-ଇନ୍ ସମ୍ପର୍କର ଧାରଣା ମଧ୍ୟବିତ୍ତ ସମାଜର ପ୍ରତିଷ୍ଠିତ ଆଇନ ବିରୁଦ୍ଧ

ନୂଆଦିଲ୍ଲୀ: ଆଜି ଆହ୍ଲାବାଦ ହାଇକୋର୍ଟର ବିଚାରପତି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ ମାମଲାରେ ଲିଭ୍-ଇନ୍ ସମ୍ପର୍କର ଉଲ୍ଲେଖ କରିଛନ୍ତି। ହାଇକୋର୍ଟର ବିଚାରପତି କହିଛନ୍ତି ଯେ ଲିଭ୍-ଇନ୍ ସମ୍ପର୍କର ଧାରଣା ମଧ୍ୟବିତ୍ତ ସମାଜର ପ୍ରତିଷ୍ଠିତ ଆଇନ ବିରୁଦ୍ଧ। ସେହି ସମୟରେ, … Read More

ବିଜେପି-ଆରଏସଏସ ସମ୍ବିଧାନ ଚାହାଁନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ: ଆରଏସଏସ ନେତା ଦତ୍ତାତ୍ରେୟ ହୋସାବଲେ ସମ୍ବିଧାନରୁ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଶବ୍ଦଗୁଡ଼ିକୁ ହଟାଇବା ବିଷୟରେ ଏକ ବିବୃତ୍ତି ଦେଇଥିଲେ। ଏହା ଏବେ ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ … Read More