Whatsapp image 2026 05 30 at 7.27.54 pm 1068x1403

ଛୁରୀ ଭୁଷି ଯୁବକଙ୍କୁ ହତ୍ୟା

Spread the love

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ମଦଭାଟି ପଡ଼ାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଯୁବକ ଜଣକ ସତୀଶ ଶବରୱାଲଙ୍କ ପୁଅ ଜିତେନ ମାଝୀ(୩୫) ବୋଲି ଜଣାପଡିଛି।

ସେ ଟିଟିଲାଗଡ଼ ଠାରେ ପୁଲିସର ୧୧୨ ଗାଡିରେ ଚୁକ୍ତି ଭିତ୍ତିକ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ଆଜି ପ୍ରାୟ ସନ୍ଧ୍ୟା ୫ ଟାରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ଏବଂ ଥାନା ଆଇଆଇସି ମନୋଜ ମୁଣ୍ଡା ମୃତଦେହ ଜବତ ସହ ଅଧିକ ତଦନ୍ତ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *