ଫଳରେ ବୋଳୁଥିଲେ ମୂଷା ମରା ଔଷଧ, ୨ ବ୍ୟବସାୟୀ ଗିରଫ
ମହାରାଷ୍ଟ୍ର: ମୁମ୍ବାଇର ଉତ୍ତର ଉପକଣ୍ଠ ମଲାଡରେ ଅଭାବନୀୟ ଘଟଣା ଘଟିଛି। କିଛି ଫଳ ବିକ୍ରେତା ବଜାରରେ ମୂଷା ମରା ବିଷ ଲଗାଇ ଫଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୋଗ ପାଇବା ପରେ, ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ … Read More
