ଦାୟିତ୍ୱ ଗ୍ରହଣ କଲେ ମୁମ୍ବଇର ପ୍ରଥମ ବିଜେପି ମହିଳା ମେୟର

ମୁମ୍ବଇ: ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି। ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର … Read More

ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କଲେ ଯୋଗୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ହେଉଛି ଯୋଗୀ ସରକାରଙ୍କ ଦଶମ ବଜେଟ୍। ଅର୍ଥମନ୍ତ୍ରୀ ଭାବରେ ସୁରେଶ ଖାନ୍ନା ସକାଳ ୧୧ଟାରେ ବିଧାନସଭାରେ ବଜେଟ୍ … Read More

ବିଧାନସଭାରେ ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍

ରାଞ୍ଚି : ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ବିଧାନସଭା କାର୍ଯ୍ୟ ପାଇଁ ଟାବଲେଟ୍ ଯୋଗାଇ ଦିଆଯିବ। ସେମାନଙ୍କୁ ପୂର୍ବରୁ ଏ ବିଷୟରେ ତାଲିମ ମଧ୍ୟ ଦିଆଯିବ। ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ (NEVA) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। … Read More

ଡେ-କେୟାର ସେଣ୍ଟରରେ ଗୁଳିକାଣ୍ଡ, ୨୨ ପିଲାଙ୍କ ସମେତ ୩୪ ମୃତ

ଥାଇଲାଣ୍ଡ : ଥାଇଲାଣ୍ଡ ପୁର୍ବତନ ପୋଲିସ ଅଧିକାରୀଙ୍କ ବର୍ବରକାଣ୍ଡ । ଅଧିକାରୀ ଜଣକ ଏକ ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି । ଘଟଣାରେ ଅତିକମରେ ୩୪ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏମାନଙ୍କ ଭିତରେ ୨୨ ଜଣ … Read More

ଦୁର୍ଘଟଣାରେ ଚାଲିଗଲା ୬ ଜଣ ସାଙ୍ଗଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନର ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ସାଙ୍ଗ ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କାରରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ … Read More

ଭାରତ ମହାସାଗରକୁ ଖସିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରୁ ସଦସ୍ୟ

ସୋମାଲିଆ : ସୋମାଲିଆ ସମୁଦ୍ରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିସୁରେ ଘଟିଥିବା ସୂଚନା ମିଳିଛି । ଆଡେନ୍ ଅବଦୁଲ୍ଲେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର … Read More

ଆସନ୍ତାକାଲି ‘ଭାରତ ବନ୍ଦ’, ସାମିଲ ହେବେ ୩୦ କୋଟିରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ … Read More

ଜାତୀୟ ସଂଗୀତ ଜନ ଗଣ ପୂର୍ବରୂ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ … Read More

କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଫାୟାରିଂ: ୧୦ ମୃତ, ୨୪ ଆହତ

କାନାଡ଼ା : କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଟମ୍ବଲର ରିଜ୍ … Read More

କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଚାଳକ

ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ‌ରେ ଆଜି ଏକ ଦୁର୍ଘଟଣାରୁ ବିଦ୍ୟୁତ୍ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଏହାର ଚାଳକ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଟ୍ରକ୍‌ର ବିଦ୍ୟୁତ୍ ଲାଇନ ସଂପୂର୍ଣ୍ଣ ଭାବେ ଓ କ୍ୟାବିନ ଆଂଶିକ … Read More