ରାମ ମନ୍ଦିରର ନୂଆ ସଚିବ ଦାୟିତ୍ବ ନେବେ ଜଗଦୀଶ ଆଫଲେ
ଅଯୋଧ୍ୟା : ରାମ ମନ୍ଦିର ପ୍ରଶାସନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗ ହେବା ପରେ ପ୍ରଶାସନିକ ପୁନଃର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରଷ୍ଟ ଦୈନିକ ପ୍ରଶାସନ ଦାୟିତ୍ବ … Read More
