କାଠଯୋଡ଼ି ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ … Read More

ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’, ଡ୍ରାଇଭର ଫେରାର୍‌

କଟକ: ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍‌କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଗୁରୁତର ବାଇକ୍‌ ଆରୋହୀ ମେଡିକାଲ୍‌ରେ ଭର୍ତ୍ତି। ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌। ଦୁର୍ଘଟଣାରେ … Read More

ଟ୍ରକକୁ ଧକ୍କା ଦେଲା କାର୍, ପିଲା ସହିତ ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଛି କାର୍ । ଭୟଙ୍କର ଧକ୍କା ଯୋଗୁଁ ଗୋଟିଏ ପରିବାରରର ୪ ଜଣଙ୍କ ଜୀବନ ଚାଲିଯାଇଛି । ଖବର ମୁତାବକ, ଆଜି … Read More

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା : ଚାଲିଗଲା ୭ ସାଙ୍ଗଙ୍କ ଜୀବନ

କର୍ଣ୍ଣାଟକ : କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କାର୍ ମଧ୍ୟରେ ଜୋରଦାର୍ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । … Read More

ରୋହିଣୀରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୩ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେ ବୁଧବାର ଦିନ ଏକ ୪ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା, ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅଭିଯାନ ଏଯାଏଁ ଜାରି ରହିଛି … Read More

ଇରାନର ସବୁଠାରୁ ବଡ଼ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ

ଇରାନ : ଇରାନ ଉପରେ ଆମେରିକାର ପୁଣି ଆକ୍ରମଣ । ଇରାନର ଦକ୍ଷିଣ ଭାଗରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ପୁଣି ଏୟାର ଷ୍ଟ୍ରାଇକ କରିଛି ସେଣ୍ଟକମ । ଆକ୍ରମଣରେ IRGCର ୬୦ରୁ ଅଧିକ ସାମରିକ ବୋଟ୍, ମିସାଇଲ୍ ଓ … Read More

ଭାରତ–ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଚୁକ୍ତି ସ୍ୱାକ୍ଷରିତ

ମେଲବୋର୍ଣ୍ଣ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଯୋଗାଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମେଲବୋର୍ଣ୍ଣରେ ଆୟୋଜିତ ଦ୍ୱିପକ୍ଷୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା, … Read More

ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ| ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ … Read More

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ … Read More

ଆମ୍ବୁଲାନ୍ସ ଚକା ଫାଟିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ … Read More