ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ : ୧୦୦ରୁ ଅଧିକ ରାସ୍ତା ବନ୍ଦ, ଯାତାୟତ ଠପ୍

ଉତ୍ତରାଖଣ୍ଡ : ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାଜ୍ୟର ଅନେକ ରାସ୍ତା ବନ୍ଦ ହୋଇ ପଡ଼ିଥିବା ବେଳେ କିଛି କ୍ଷତିଗ୍ରସ୍ତ ହୋଇଛି । ବଦ୍ରିନାଥ ଏବଂ କେଦାରନାଥ ନ୍ୟାସନାଲ ହାଇଓେ୍ବ ଘଣ୍ଟା … Read More

ଖାଇକୁ ଖସିଲା ବସ୍, ୪୦ ମୃତ

ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ … Read More

ମଧ୍ୟପ୍ରାଚ୍ୟକୁ ସ୍ବାଭାବିକ ହେଲା ଏୟାର ଇଣ୍ଡିଆ ବିମାନ ସେବା

ନୂଆଦିଲ୍ଲୀ: ଭାରତର ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କରିଛି। ଯୁଦ୍ଧ ଯୋଗୁଁ ବିମାନ ସେବାକୁ ସାମୟିକ ବାତିଲ କରାଯାଇଥିଲା। ଗୁରୁବାର ଏୟାର ଇଣ୍ଡିଆ କୋଝିକୋଡ୍‌ର ସଲାହକୁ ବିମାନ ଉଡାଣ କରିଛି। ସେହିପରି କୋଝିକୋଡ୍‌ରୁ କୁଏତ … Read More

୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ସନ୍ଦିଗ୍ଧମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପର୍କ ଥିବା ପୁଲିସ କହିଛି। ପଞ୍ଜାବରୁ ୩ ଓ ଦିଲ୍ଲୀରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧମାନେ … Read More

ସିରିଆ କ୍ୟାଫେରେ ବିସ୍ଫୋରଣ : ୯ ମୃତ, ୨୦ ଆହତ

ସିରିଆ : ଗୁରୁବାର ଦିନ ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ … Read More

ଫାରୁକବାଦ୍‌ରେ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭାଙ୍ଗିଲା ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍‌ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଫାରୁକବାଦ୍‌ରେ ଥିବା ଏହି … Read More

କିଭ୍‌ ଉପରେ ରୁଷ୍‌ର ଏୟାର ଷ୍ଟ୍ରାଇକ; ୩୦ମୃତ

କିଭ୍‌ : ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ … Read More

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ୍‌ ଅନ୍ତର୍ଗତ ଭାପୁର … Read More

ମେଡିକାଲ ଅଚଳାବସ୍ଥା ପ୍ରସଙ୍ଗରେ ଶନିବାର ଡାକ୍ତରଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ମେଡିକାଲରେ ଅଚଳାବସ୍ଥା ଦୂର କରିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ଏବଂ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ … Read More

ତେନ୍ତୁଲିଗୁମ୍ମା ଜଙ୍ଗଲରୁ ମାଓ ଡମ୍ପ ଠାବ, ୬ ଦେଶୀ ବନ୍ଧୁକ, ୮ ଟିଫିନ୍ ବୋମା ଓ ୪ଟି ଆଇଇଡି ଜବତ

ଭୁବନେଶ୍ବର: ଶୁକ୍ରବାର ଦିନ ସୁରକ୍ଷା ବାହିନୀ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ତେନ୍ତୁଲିଗୁମ୍ମା ଜଙ୍ଗଲରୁ ଆଉ ଏକ ମାଓ ଆଡ୍ଡା ଠାବ କରିଛି। ଏକ ସର୍ଚ୍ଚ ଅପରେସନ୍ ସମୟରେ ବନ୍ଧୁକ, ବିସ୍ଫୋରକ ଏବଂ ଗୁଳିଗୋଳା ଜବତ ହୋଇଛି। ଆତ୍ମସମର୍ପଣକାରୀ … Read More