ସାଇବର ଠକେଇ ଓ ପାଇରେସି ରୋକିବା ନେଇ ଟେଲିଗ୍ରାମକୁ ପୁଣି କେନ୍ଦ୍ରର ନୋଟିସ

ନୂଆଦିଲ୍ଲୀ : ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ୍ ଜାରି କରିଛନ୍ତି । କପି … Read More

ବଦ୍ରିନାଥ ଧାମରେ ଦାନ ହେରଫେର ଅଭିଯୋଗ: ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ

ବଦ୍ରିନାଥ:ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଶ୍ରୀ ବଦ୍ରିନାଥ-କେଦାରନାଥ ଧାମରୁ ମଧ୍ୟ ଦାନ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏହାକୁ ନେଇ ଲଗାତାର ଅଭିଯୋଗ ପ୍ରକାଶ ପାଇବା ପରେ ଶ୍ରୀ … Read More

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ଡାକ୍ତରଖାନାରେ ଭର୍ତ୍ତି

ଥାଣେ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଉପରେ ଲଗାତାର ଡାକ୍ତରଙ୍କ ଦଳ ନଜର ରଖିଛନ୍ତି । ସୂଚନାନୁଯାୟୀ, ଗତକାଲିଠାରୁ ହାଲକା ଜ୍ବର, … Read More

ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ବିଜେପିକୁ ସମାଲୋଚନା କଲେ ଉଦ୍ଧବ

ମୁମ୍ବଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ବିଜେପିକୁ ସମାଲୋଚନା କରିଛନ୍ତି। ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି … Read More

ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଲେ ଦେଶବାସୀ

ତେହରାନ: ଇରାନବାସୀ ଶୁକ୍ରବାର ସେମାନଙ୍କର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ ଜଣାଇଛନ୍ତି। ଖାମେନେଇଙ୍କ କଫିନକୁ ଜାତୀୟ ପତାକାରେ ଘୋଡାଯାଇ ଗ୍ରାଣ୍ଡ ମୋସାଲାରେ ରଖାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ, ସଂସଦ ବାଚସ୍ପତି ତଥା … Read More

UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି (ଶନିବାର) ଏହି ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ସହିତ … Read More

ଦିଦିଙ୍କୁ ପୁଣି ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ … Read More

କାଶୀ ବିଶ୍ୱନାଥ ମନ୍ଦିର ଫାଟକରେ ଭୁଲରେ ଗୁଳି ଚଳାଇଲେ PAC ଯବାନ, ୩ ଆହତ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍‌ ନମ୍ବର–୪ ନିକଟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। PAC (ପ୍ରୋଭିନ୍ସିଆଲ୍ ଆର୍ମ୍ଡ କନଷ୍ଟାବ୍ୟୁଲାରୀ)ର ଜଣେ ଯବାନଙ୍କ କାର୍ବାଇନରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଏକ ଫୁଲମାଳ ଦୋକାନରେ କାମ କରୁଥିବା … Read More

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଭୂସ୍ଖଳନ ଆଶଙ୍କା

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷାରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ବେଳେ ଯାତାୟାତ ବ୍ୟାହତ ।  ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି। ଫଳରେ ବିଭିନ୍ନ ନଦୀ ଓ … Read More

ଜୁଲାଇ ୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦର ମୌସୁମୀ ଅଧିବେଶନ

ଭୁବନେଶ୍ବର: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୫ ଦିନ ଧରି ମୌସୁମୀ ଅଧିବେଶନ ଚାଲିବ । ଅଗଷ୍ଟ ୧୩ ତାରିଖରେ ଶେଷ ହେବ । ୨୦୨୬ ବର୍ଷର ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ, ସଂସଦର ଆଗାମୀ ମୌସୁମୀ … Read More