ଲାଗୁ ହେଲା VB-G RAM G ଆଇନ ; ମିଳିବ ୧୨୫ ଦିନର ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧ ଜୁଲାଇରୁ “ଭାରତର ବିକାଶ – ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫” (VB-G RAM G) ଆଇନ କାର୍ଯ୍ୟକାରୀ କରିଛନ୍ତି। ଯାହା ଗ୍ରାମୀଣ ନିଯୁକ୍ତି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସରକାର … Read More

ପାକିସ୍ତାନ ଉପରେ ଡ୍ରୋନ୍ ମାଡ଼ କଲା ଆଫଗାନିସ୍ତାନ

ଇସଲାମାବାଦ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ, ପାକିସ୍ତାନ ଉପରେ ଡ୍ରୋନ୍ ମାଡ଼ କରିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ସ୍ପଷ୍ଟ କରିବା ସହ କହିଛନ୍ତି ଯେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISIS-K), ଏକ ଆତଙ୍କବାଦୀ ସଂଗଠନ ସହିତ … Read More

୧୮୩ ଟଙ୍କା ହ୍ରାସ ପାଇଲା ବାଣିଜ୍ୟିକ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ଗ୍ରାହକଙ୍କୁ ଖୁସି ଖବର। ସରକାର ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ହ୍ରାସ ପୂର୍ବ ମୂଲ୍ୟ ୩,୧୧୩.୫୦ ଟଙ୍କାରୁ ହ୍ରାସ ପାଇ ୨୯୩୦ ଟଙ୍କା ହୋଇଛି। ଅପରପକ୍ଷରେ ୧୪.୨ … Read More

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ମହାମହିମ ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଏବଂ ଆଗକୁ ବଢ଼ିବାର ଉପାୟ ବିଷୟରେ ସୂଚନା … Read More

ଟିଏମ୍‌ସି କାଉନସିଲର ଶାକିର ଅଲିଙ୍କୁ ଗିରଫ କଲା ଏନଆଇଏ

କଲକାତା: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲିଙ୍କୁ ଗିରଫ କରିଛି। ୨୦୨୩ ଶ୍ରୀରାମ ନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ଶାକିରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶାକିର ରିଶରା ନଗରପାଳିକାର ୱାର୍ଡ … Read More

କାନ୍ଥ ଭୁଶୁଡ଼ି ଦୁଇ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ

କର୍ଣ୍ଣାଟକ : କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ … Read More

କାରକୁ ଧକ୍କା ଦେଲା ବସ୍ : ୫ ମୃତ, ୧୨ ଆହତ

ଉତ୍ତରପ୍ରଦେଶ : ଆଜି ଉତ୍ତରପ୍ରଦେଶ ଉନ୍ନାୱ ନିକଟରେ ଥିବା ବାଙ୍ଗରମାଉ କୋତୱାଲୀ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ବସଟି କାରକୁ ଧକ୍କା ଦେବା ଫଳରେ … Read More

ଲାହୋରରେ ଟ୍ୟୁସନ୍ ସେଣ୍ଟର ଛାତ ଭୁଶୁଡ଼ି ୧୪ ଛାତ୍ରଛାତ୍ରୀ ମୃତ, ଅନେକ ଆହତ

ପାକିସ୍ତାନ : ପାକିସ୍ତାନର ଲାହୋରରେ ଏକ ନିର୍ମାଣାଧୀନ କୋଠାରେ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୪ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି । ଏହି କୋଠାରେ ଏକ ଘରୋଇ ଟ୍ୟୁସନ୍ ସେଣ୍ଟରର ଚାଲୁଥିଲା । ଘଟଣାରେ ଅନ୍ୟ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ … Read More

ଟ୍ରେଲରକୁ ଧକ୍କାଦେଲା ବସ୍, ୮ ମୃତ, ଅନେକ ଆହତ

ରାଜସ୍ଥାନ: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରକୁ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ, ୨୨ଜଣ ଗୁରୁତର । ୩୯ ଯାତ୍ରୀଙ୍କୁ ନେଇ ହରିଦ୍ବାରରୁ ଇନ୍ଦୋର ଯାଉଥିବା ବେଳେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା । … Read More

ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମହେଶ ଦୀକ୍ଷିତ

ନୂଆଦିଲ୍ଲୀ : IB ର ନୂଆ ନିର୍ଦ୍ଦେଶକ ମହେଶ ଦୀକ୍ଷିତ। ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ଅଧିକାରୀ ମହେଶ ଦୀକ୍ଷିତ । ଭାରତର ଅଗ୍ରଣୀ ଆଭ୍ୟନ୍ତରୀଣ ଗୁପ୍ତଚର ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟ … Read More