ବରିଷ୍ଠଙ୍କ ନିର୍ଯାତନା ସହିନପାରି ୨ ପିଲାଙ୍କ ସହ ଆତ୍ମହତ୍ୟା କଲେ ଶିକ୍ଷକ

ସମ୍ଭାଜୀନଗର : ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ତାଙ୍କ ବରିଷ୍ଠମାନଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି। ଝିଅ ସାରା (୧୨) ଏବଂ ପୁଅ ସୁମିତ (୮)ଙ୍କ ସହ ଉକ୍ତ ଶିକ୍ଷକ ଜଣଙ୍କ ଆତ୍ମହତ୍ୟା କରିଦେବା … Read More

ଗଡ଼ିଲା ଦେଶର ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । … Read More

ସୋନମଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ପରିବେଶବିତ୍ ତଥା ଲଦାଖର ସ୍ୱର ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୱାଙ୍ଗଚୁକଙ୍କ … Read More

ଫାଟକରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକତା : କୋଲକତା ମୁର୍ଶିଦାବାଦର ଗୋବିନ୍ଦପୁର ରେଳ ଫାଟକରେ ବଡ଼ ଅଘଟଣ । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ ଲୋକଙ୍କର … Read More

ପାକିସ୍ତାନୀ ସେନା ଉପରେ ବାଲୁଚ୍ ସେନାର ଆକ୍ରମଣ, ୪୫ ମୃତ

ବେଲୁଚିସ୍ତାନ : ବେଲୁଚିସ୍ତାନରେ ପାକିସ୍ତାନର ସୁରକ୍ଷା ଚ୍ୟାଲେଞ୍ଜ ବଢିବାରେ ଲାଗିଛି । ବେଲୁଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଖାଡକୋଚା ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର ଏକ କନଭୟ ଉପରେ ବଡ଼ ଆକ୍ରମଣ କରିଥିବା BLA ଦାବି କରିଛି । ଏହି ଆକ୍ରମଣରେ ୪୫ ଜଣ … Read More

ଇଣ୍ଡିଗୋ ବିମାନକୁ ବୋମା ଧମକ, ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି

ବେଙ୍ଗାଲୁରୁ: ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଗୋ ବିମାନର ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି । ଏହି ଖବର ପ୍ରସାର ପରେ ଯାତ୍ରୀ ମାନଙ୍କ … Read More

ATS ର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ

ଅହମ୍ମଦାବାଦ: ଗୁଜୁରାଟ ATS କୁ ମିଳିଛି ବଡ଼ ସଫଳତା। ଦେଶବ୍ୟାପୀ ବିସ୍ଫୋରଣ ଯୋଜନା କଲେ ପଣ୍ଡ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ … Read More

ପ୍ରକାଶ ପାଇଲା NEET UG 2026 ଫଳ : ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ … Read More

ନିଟ ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଲେ ଛାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ନିକଟ ହଳଦିଆପଦର ଅଞ୍ଚଳର ଜଣେ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ନିଟ ପରୀକ୍ଷାରେ ବିଫଳ ହେବା ପରେ ସେ ଗତକାଲି ରାତିରେ ଆତ୍ମହତ୍ୟା କରିଦେଇଥିଲେ। ମୃତକ ହେଲେ ହଳଦିଆ ପଦର ତିରୁପତି ନଗରର ଶର୍ମିଷ୍ଠା ସାହୁ(୧୯)। … Read More

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ … Read More