ବିହାର ପାଇଁ ଘୋଷଣାପତ୍ର ଜାରି କଲା ମହାଗଠବନ୍ଧନ

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନ ପକ୍ଷରୁ ଘୋଷଣାପତ୍ର ପ୍ରକାଶିତ ହୋଇଛି। ଏହି ଉନ୍ମୋଚନ ଅବସରରେ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ଚେହେରା ମୁକେଶ ସହନୀ ଉପସ୍ଥିତ ଥିଲେ । ଘୋଷଣାପତ୍ରର ଉନ୍ମୋଚନ କରି … Read More

ପୁଣି ଚିନ୍ତା ବଢାଇଲା: ଅରୁଣାଚଳ ସୀମାରେ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ଯେତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ସୁଦ୍ଧା ଭାରତ ସହ ଚୀନ୍‌ର ସୀମା ବିବାଦ ତୁଟିପାରୁ ନାହିଁ। ଭାରତ ସହ ସମ୍ପର୍କ ଉନ୍ନତ କରିବାକୁ ଚୀନ୍‌ ଉପରଠାଉରିଆ ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। … Read More

ଭାରତ ହେବ ବିଶ୍ବ ସାମୁଦ୍ରିକ ଶକ୍ତି: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ମୁମ୍ବଇ: ଗତ ଦଶନ୍ଧିରେ ସାମୁଦ୍ରିକ ଅର୍ଥନୀତିରେ କରାଯାଇଥିବା ସଂସ୍କାର ଯୋଗୁଁ ଭାରତ ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଏକ ଉଦୀୟମାନ ଶକ୍ତି ଭାବରେ ଉଭା ହୋଇଛି। ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ … Read More

ଆଜିଠୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨ ରାଜ୍ୟ/କେନ୍ଦ୍ରଶାସିତ … Read More

କେନିଆରେ ବିମାନ ଦୁର୍ଘଟଣା, ଚାଲିଗଲା ୧୨ ଯାତ୍ରୀଙ୍କ ଜୀବନ!

କେନିଆ : କେନିଆରେ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣା କେନିଆର ତଟବର୍ତ୍ତୀ ଅଞ୍ଚଳରେ ହୋଇଛି । ଘଟଣାରେ ୧୨ ଣ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । କେନିଆ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । … Read More

ବାତ୍ୟା ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ବିମାନ ଉଡ଼ାଣ ବାତିଲ

ବିଶାଖାପାଟଣା : ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ … Read More

ଭାରତର ‘ତ୍ରିଶୂଳ’ ଅଭ୍ୟାସକୁ ନେଇ ପାକିସ୍ତାନରେ ଆତଙ୍କ, ଏୟାରସ୍ପେସକୁ କଲା ବନ୍ଦ

ନୂଆଦିଲ୍ଲୀ:  ଭାରତର ତିନି ସଶସ୍ତ୍ର ବାହିନୀ ୩୦ ଅକ୍ଟୋବରରୁ ପଶ୍ଚିମ ସୀମାରେ ତ୍ରିଶୂଳ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଭାରତୀୟ ସେନା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ବାୟୁ ମିଶନକୁ ତ୍ରିଶୂଳ ଅଭ୍ୟାସ ପାଇଁ … Read More

ବସରେ ଲାଗିଲା ନିଆଁ : ୨ ମୃତ, ଅନେକ ଆହତ

ଜୟପୁର : ମନୋହରପୁର ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ବିଦ୍ୟୁତ୍ ଆଘାତ ଲାଗି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ … Read More

ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। କେତେବେଳେ ବର୍ଷାର ପରିମାଣ ବଢୁଛି ତ ଆଉ … Read More

୪ ଲକ୍ଷ ଟଙ୍କା ସହ ବ୍ରାଉନ୍‌ ସୁଗାର ଜବତ, ୭ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ୱତନ୍ତ୍ର ପୁଲିସ ସ୍ୱାର୍ଡ ଓ ବୋଲଗଡ ଥାନା ପୁଲିସ ଚଢ଼ାଉ କରି ମାଣିକାଗୋଡା ଦଳେଇସାହିରୁ ୩୧୪.୯୭୦ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୪ ଲକ୍ଷ ଟଙ୍କା, … Read More